ପ୍ରାଥମିକ ଶିକ୍ଷକ ସଙ୍ଘର ଧାରଣାରେ ଯୋଗଦେଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ସମ୍ବିତ ପାତ୍ର


ଆଜି ଦୀର୍ଘଦିନ ଧରି ଧାରଣାରେ ବସିଥିବା ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଭେଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର l ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନ୍ୟାୟ ନପାଇବା ଓ ରାଜ୍ୟ ସରକାରଙ୍କର ଏଭଳି ଦୋମୁହାଁ ନୀତିକୁ ନିନ୍ଦା କରିଥିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ସମ୍ବିତ ପାତ୍ର l

Leave a Reply

Your email address will not be published. Required fields are marked *