ହାଟପଦା ପଡ଼ା ଅଟୋ ଚାଳକ ସଙ୍ଘ ପକ୍ଷରୁ ବିଶ୍ଵକର୍ମା ପୂଜା

ଟିଟିଲାଗଡ଼ : ହାଟପଦା ପଡ଼ା ବଜରଙ୍ଗବଲି ଓଟୋ ଚାଳକ ସଂଘ ପକ୍ଷରୁ ବହୁ ଆଡମ୍ବର ସହ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । ସମସ୍ତ ଅଟୋ ଡ଼୍ରାଇଭର ବହୁତ୍ ଆନନ୍ଦ ଉତ୍ସାହର ସହିତ ଏହି ପୂଜା କୁ ଉପସ୍ଥାପନ କରି ଥିଲେ ଏଥିରେ ସଙ୍ଘର ସଭାପତି ଶ୍ରୀ ଧର୍ମୁ ସାହୁ ଏବଂ ନିରଞ୍ଜନ ଛତର ଙ୍କ ଆବାହ କ୍ରମେ ଟିକମ ଶର୍ମା , ବୃନ୍ଦାବନ ସାହୁ ,ଅମର ସାହୁ, ବଳରାମ ମିଶ୍ର , ପିତାମ୍ବର ସାହୁ , ମୁଖାର୍ଜୀ, ତଥା ସମସ୍ତ ଅଟୋ ଚାଳକ ଙ୍କ ଉପସ୍ଥିତି ରେ ପଣ୍ଡିତ ଶ୍ରୀ ଭବାନୀ ପ୍ରଶାଦ ଷଡ଼ଙ୍ଗୀ ଙ୍କ ପୂଜା କ୍ରମେ ଏହି ବିଶ୍ଵକର୍ମା ପୂଜା ଶାନ୍ତି ଶୃଙ୍ଖଳା ସହ ସମ୍ପୁର୍ଣ୍ଣ ହୋଇଥିଲା