ନୟାଗଡ଼ ସବ ଜେଲରେ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନୟାଗଡ଼ ସବ ଜେଲରେ ପରିସରରେ ଅନ୍ତେବାସୀ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ ଶୁଭାରଭ ହୋଇଯାଇଛି।ଅନ୍ତେବାସୀ ମାନଙ୍କୁ ଯକ୍ଷ୍ମା , HIV, ସିଫିଲିସ, ମଧୁମେହ, ହେପାଟାଇସି ସଚେତନ କରାଯିବ ସହ ଯକ୍ଷ୍ମା ,HIV ସିଫିଲିସ,ହେପାଟାଇସି, ମଧୁମେହ ରକ୍ତ ଓ କଫ ସଂଗ୍ରହ କରାଯାଇଥିଲା । 63 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଜେଲ ଅଧକ୍ଷ ପ୍ରଫୁଲ୍ଲ କୁମାର କବି ଆଜିର କାଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।ଡ଼ାକ୍ତର ଶରତ କୁମାର ଦାସ ଙ୍କ ତତ୍ତ୍ୱାବଧାନରେ ଏହି କାଯ୍ୟକ୍ରମ କରାଇଥିଲା। Shubhrajyoti Sarangi Microbiology,ବରିଷ୍ଠ ଚିକିତ୍ସା ତଦାରଖକାରି ଦୀପକ ଦଳବେହେରା , ପରାମର୍ଶଦାତା ଦେବାଶିଷ ସିଂ,ଅଶୋକ ନାୟକ, କଳ୍ପନା ନାୟକ, LT ରଞ୍ଜିତ ନାୟକ ,YRG Care ଅନୁଷ୍ଠାନ ର କର୍ମକର୍ତ୍ତା ଗୀତା ପଟ୍ଟନାୟକ,ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଜେଲ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ