ଚା ଟଙ୍କା ବାକି ନ ଦେବାରୁ ମରଣାନ୍ତକ ଆକ୍ରମଣ

ଆକ୍ରମଣ ଶୀକାର ହୋଇଥିବା ଯୁବକ ସୁରେଶ ପଣ୍ଡିତ ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତର କୋଡ଼ବରୁଆଁ ଗ୍ରାମର ଯୁବକ ଜଣକ ଚରମ୍ପା ସ୍କୁଲ ରୋଡ଼ ସ୍ଥିତ ଏକ ଚା ଦୋକାନ କରି ନିଜର ପରିବାର ପୋଷଣ କରୁଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଧର୍ମର ଯୁବକ ହଟାତ୍ ଦୋକାନ ପାଖର ପହଞ୍ଚି ସୁରେଶ ଙ୍କୁ ଚା’ ବାକି ରେ ମାଗିଥିଲେ ଏହା ପୂର୍ବରୁ ମଧ୍ୟ ଅନେକ ଥର ବାକି ଚା’ ପି ବାକି ନ ଦେଇଥିବାରୁ ଆଜି ପୁଣି ବାକି ଚା’ ମାଗିବାରୁ ସୁରେଶ ବାକି ଟଙ୍କା ମାଗିଥିଲେ ସେହି ମଧ୍ୟରେ ଦୁଇ ଜଣ ଙ୍କ ମଧ୍ୟରେ ବଚସା ହୋଇଥିଲା ପରମୁଃର୍ତ ରେ ସୁରେଶ ଉପରେ ଆକ୍ରମଣ କରିଥିଲା ଘଟଣା ସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚିଥିଲା ପରେ ଯୁବକ ଜଣ ଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ପରେ ସୁରେଶ ଙ୍କ ସ୍ତ୍ରୀ ଭଦ୍ରକ ଟାଉନ୍ ଥାନାରେ FIR ଦେଇଛନ୍ତି l