ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଦୀପଦାନ

ସିଂହଦ୍ଵାର ସମ୍ମୁଖରେ ଜଗନ୍ନାଥ ସେନା ପକ୍ଷରୁ ଦୀପଦାନ କରାଯାଇଛି। ମାନ୍ୟବର ହାଇକୋର୍ଟରେ ରତ୍ନଭଣ୍ଡାର ମାମଲାର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଛି। ଜଗନାଥ ସେନା ଆଶା ଯେ, ମହାପ୍ରଭୁ ଭକ୍ତଙ୍କ ଗୁହାରୀ ନିଶ୍ଚୟ ଶୁଣିବେ । , ସମସ୍ତ ଜଗନ୍ନାଥ ଭକ୍ତଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯାଇଛି

Leave a Reply

Your email address will not be published. Required fields are marked *