ଗଣେଶ ପୂଜା ବିସର୍ଜନ ଧୂମଧାମରେ ପାଳିତ

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ପଂଚାୟତ ରେ ଗଣେଶ ପୂଜା ବିସର୍ଜନ ବହୁତ ଧୂମଧାମ ରେ ପାଳନ କରି ଥିଲେ ଏଥିରେ ଗାଁ ଯୁବ ମାନେ ବହୁତ ଆନନ୍ଦ ସହିତ ବାଜା ବଜାଇ ବାଣ୍ଡ ଫୁଟାଇ ନିଜ ଗାଁର ମାଁ ଭଉଣୀ ମାନେ ବହୁତ ଖୁସି ରେ ବାଜା ଡାନ୍ସ କରି ଥିଲେ ଏଥିରେ ଡମଝର ଗ୍ରାମ ର ପୂର୍ବତନ ସଭାପତି ରାଜେଶ କୁମାର ବେହେରା ଉପତିତ୍ୱ ଥିଲେ ଓ ନୂତନ ସଭାପତି ସବୁଜ ବେହେରା କୋଷାଧକ୍ଷ ସଞ୍ଜୟ ବେହେରା ସୁଶୀଲ ବେହେରା ଓ ଗଣେଶ ପୂଜା ର କର୍ତା ଅଜିତ ମାଳା ବେହେରା ଓ ଡମଝର ଗାଁ ଯୁବ ମାନେ ବହୁତ ଆନନ୍ଦ ସହିତ ଗଣେଶ ବିସର୍ଜନ କରି ଥିଲେ ଗାଁର ପ୍ରାଦୁମ୍ୟ. ମଦନ. ଆଲୋକ. ଦୁଳମଣି. ପିଙ୍କୁ. ବୁଲୁ. ରୁପେଶ. ଇଦ୍ର. ହିରଣ୍ୟ. ହେମନ୍ତ. ମଣ୍ଟୁ ଅଶୋକ. ସୁନୀଲ. ପଦ୍ମଲୋଚନ. ଉଦୟ. ଆକାଶ. ସାନ. ବଡ଼. ସରୋଜ. ବିରଞ୍ଚି ଗିରିଧାରୀ. ସନ୍ତୋଷ ହରେକୃଷ୍ଣ. ଲିଙ୍ଗରାଜ. ସୁମିତ ଗଣେଶ ପୂଜା କର୍ମ କର୍ତା ସମସ୍ତେ ଉପତିତ୍ୱ ହୋଇଥିଲେ
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର
