“ସଖୀ ଓ୍ବାନ ଷ୍ଟାପ” ସେଣ୍ଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବନ୍ତ ବ୍ଲକ ଟିଲୋ ଗ୍ରାମ ପଞ୍ଚାୟତ ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖ ରେ ସଖୀଓ୍ବାନ ଷ୍ଟାଫ ତରଫ ରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ପରିଚାଳନା ପୁଷ୍ପାଳି ବେହେରାଙ୍କ ନିର୍ଦେଶ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ” ସଖୀ”କେସିୟର ଓ୍ବାରକର ସସ୍ମିତା ପ୍ରିୟଙ୍କା ଜେନା (ପରିବାର ପରାମର୍ଶ କେନ୍ଦ୍ର) ଓ ସଖୀର ସିକ୍ୟୁରିଟି ଗାର୍ଡ ଜୌତିରଞନ ରାଉତ ରାଉତ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ଟିଲୋ ଗ୍ରାମ ପଞ୍ଚାୟତ ର ମିଶନ ଶକ୍ତି ରାଜଲକ୍ଷ୍ମୀ ପୃଷ୍ଠି , ସି ,ଆର,ପି – ସିଏମ ମାନେ ହେଲେ କନକ ଲତା ନାୟକ ପୁଷ୍ପାଞଳି ପଣ୍ଡା ମିନତୀ ଲତା ବାରିକ, ଲିଲିରାଣି ବେହୁରା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଶେଷ ରେ ମନୋରମା ସାହୁ ଧନ୍ୟବାଦ ଧନ୍ୟବାଦ ଅର୍ପଣ କରିଥିଲେ