ସହିଦ ଭଗତ ସିଂ ଙ୍କ ୧୧୬ ତମ ଜୟନ୍ତୀ ରେ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

ଆଜି ଭଦ୍ରକ ରେ ଶହିଦ ଭଗତ୍ ସିଂ ଙ୍କ ୧୧୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି ସବୁ ବର୍ଷ ଏହି ଶହିଦ ଭଗତ ସିଂ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଆସୁଅଛି ଶହୀଦ ଭଗତ ସେନା ର ଆବାହକ ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତି ମାନନୀୟ ଶ୍ରୀ ଯୁକ୍ତ ଶିତାଂ ଶୁଶେଖର ମହାପାତ୍ର (ଚନ୍ଦୁ ନନା) ସକାଳ ୯ ,୩୦ ମିନିଟ ରେ ନେହେରୁ ଷ୍ଟାଡିୟମ ରୁ ହଜାର ହଜାର ସଂଖ୍ୟା ରେ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ମହେନ୍ଦ୍ର ଟ୍ରାକ୍ଟର ସୋରୁମ ରେ ପହଞ୍ଚି ଥିଲା ହଜାର ହଜାର ପିଲା ମାନେ ସ୍ଲୋଗାନ ଦେଇ ଭଦ୍ରକ ସହର କମ୍ପିତ କରାଉ ଥିଲେ ଶହୀଦ ଭଗତ ସେନା ଆବାହକ ମଝିରେ ମଝିରେ ଭାଷଣ ପ୍ରଦାନ କରୁଥିଲେ ଭଦ୍ରକ ର ବହୁ ଯୁବ ପୀଢି ଯୋଗ ଦାନ କରିଥିଲେ ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ଯ, ନଳିନୀକାନ୍ତ ମହାନ୍ତି ବହୁ ସରପଞ୍ଚ ,ଅଂଶ ଗ୍ରହଣ କରିଥିଲେ ଶେଷ ରେ ଆବାହକ ଶିତାଂଶୁ ଶେଖର ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ