ଚତୁର୍ଥ ବାଟାଲିୟନ ସିଆରପିଏଫ ରାୟଗଡା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ଚତୁର୍ଥ ବାଟାଲିୟନ ସିଆରପିଏଫ ରାୟଗଡା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ରାୟଗଡା ତା୦୨-୧୦-୨୩ ଚତୁର୍ଥ ବାଟାଲିୟନ ସିଆରପିଏଫ ରାୟଗଡା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଘଣ୍ଟାଏ ଶ୍ରମଦାନ କରି ଯବାନ ମାନେ ରାୟଗଡା ସହରକୁ ସଫେଇ କରିଥିଲେ ।ସି ଆର୍ ପି ଏଫ୍ କମାଣ୍ଡାଣ୍ଟ ଶ୍ରୀ ମନୋଜ କୁମାର ଯାଦବ ସ୍ୱଚ୍ଛ ସେବାକୁ ଉଦ୍ଘାଟନ କରି ସ୍ବଚ୍ଛତା ହିଁ ସେବା ବୋଲି କହିଥିଲେ । ଏହି ସ୍ୱଚ୍ଛ ସେବା ଅଭିଯାନରେ ଗେଲ ଇଣ୍ଡିଆ ଲିମିଟେଡ, ରେଲୱେ, ନେହୁର ଯୁବ କେନ୍ଦ୍ର ଓ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ରାୟଗଡ଼ାରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *