ନିମାପଡା ରେ ଜନ ସମ୍ପର୍କ ପଦଯାତ୍ରା ଏବଂ ମିଶ୍ରଣ ପର୍ବ

ନିମାପଡା ରେ ଜନ ସମ୍ପର୍କ ପଦଯାତ୍ରା ଏବଂ ମିଶ୍ରଣ ପର୍ବ ।ନିମାପଡା ୨/୧୦(ତୀର୍ଥକ୍ଷେତ୍ର)ଆଜି ଜନ ସମ୍ପର୍କ ପଦଯାତ୍ରା ୨୦୨୩ ଶୁଭାରମ୍ଭ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏବଂ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ସମିର ରଞ୍ଜନ ଦାଶ ମହୋଦୟଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ନିମାପଡ଼ା ବ୍ଲକ ହରିପୁର ଗ୍ରାମପଞ୍ଚାୟତ ର ପ୍ରଦୀପ୍ତ କୁମାର ଦାଶ,ମିଟୁ ବେହେରା,ଜଗବନ୍ଧୁ ବେହେରା,ଅଜୟ କୁମାର ବେହେରା ଓ ଗଡ଼ପଦନପୁର ଗ୍ରାମପଞ୍ଚାୟତ ର ଦିଲୀପ ବେହେରା,ନୃସିହ ବେହେରା,ନିରଞ୍ଜନ ବେହେରା,ପିଣ୍ଟୁ ଦାସ‌,ସାଗର ବେହେରା,କାନ୍ହୁ ଚରଣ ବେହେରା,ଆଲୋକ ବେହେରା,ବିଶ୍ୱଜିତ ବେହେରା ଏବଂ ସାଇଁଶ ଗ୍ରାମପଞ୍ଚାୟତ ର ବିଜୟ କୁମାର ସାମନ୍ତରାୟ,ହଟ କିଶୋର ସାହୁ,ଟୁନା ସାହୁ,ବିପିନ୍ ସାମନ୍ତରାୟ,ସୁରେଶ ନାୟକ୍,ବାଉରୀବନ୍ଧୁ ମାହାରୀ,ହାଲେପ୍ ନାୟକ,ବିଟୁ ପ୍ରଧାନ,ନବଘନ ମଲ୍ଲିକ,ଦିଲୀପ ପରିଡା ଓ ନିରଞ୍ଜନ ସାହୁ ଙ୍କର ନେତୃତ୍ୱ ରେ ୧୦୦ ରୁ ଉର୍ଦ୍ଧ ପରିବାର ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ।

ନିମାପଡ଼ା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *