ସୌର୍ଯ୍ୟ ଜାଗରଣ ରଥ କୁ ସ୍ବାଗତ

ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ସୌର୍ଯ୍ୟ ଜାଗରଣ ରଥକୁ ଭଦ୍ରକ ଠାରେ ସ୍ବାଗତ କରାଯାଇଥିଲା, ବହୁ ପରିମାଣ ରେ ବାଇକ ରାଲି ମାଁ ଭଦ୍ରକ କାଳୀ ପୀଠ ରୁ ବାହାରି ନଗର ପରିକ୍ରମା କରି ଭାଗବତ କଲ୍ୟାଣ ମଣ୍ଡପ ରେ ପହଞ୍ଚି ଥିଲା ଏବଂ ସେଠାରେ ଏକ ବିରାଟ ସଭା ର ଅଯୋଜନ କରାଯାଇଥିଲା ସେଠାରେ ରଥ କୁ ସ୍ବାଗତ କରାଯାଇଥିଲା ବହୁ ସଂଖ୍ଯାରେ ସମାବେଶ କରାଯାଇଥିଲା, ବିଶ୍ବ ହିନ୍ଦୁପରିଷଦ ର ରାଜ୍ଯ ଓ ,ବିଭାଗ ଭଦ୍ରକ ଜିଲ୍ଲା ,ଭଦ୍ରକ ନଗର, ର ସମସ୍ତ କାଯ୍ୟା କରତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ ଭଦ୍ରକ ରୁ ଜାଜପୁର, କଟକ, ଭୂବନେଶ୍ବର, ଠାରେ ରବିବାର ରେ ପହଞ୍ଚିବ ବୋଲି ବିଶେଷ ସୂତ୍ର ରୁ ଜଣାପଡିଛି

Punil Kumar Samanta reporter

Leave a Reply

Your email address will not be published. Required fields are marked *