ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟ ସଭାପତି

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଶହୀଦ ଚନ୍ଦ୍ରକାନ୍ତ ଙ୍କ ଗାଁ ରୁ ମୋ ମାଟି ମୋ ଦେଶ କାର୍ଯ୍ୟ ସହିତ ଶହୀଦଙ୍କ ସମାଧି ସ୍ଥଳ ରୁ ଓ ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କରିଥିଲେ ଏହି ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ସରୋଜ କର ଓ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଫୁଲବାଣୀ nac ଅଧ୍ୟକ୍ଷ ସ୍ମିତା ରାଣୀ ମହାନ୍ତି , ରାଇକିଆ ମଣ୍ଡଳ ସଭାପତି ନାରାୟଣ ପାତ୍ର ,obc ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ଲେଙ୍କା ,ଜିଲ୍ଲା ସାଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ ଜିଲ୍ଲା କୃଷକ ମୋର୍ଚ୍ଚା ଅବନେଶ୍ୱର ପ୍ରଧାନ ଡଡ଼ିଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ ଓ ଅଞ୍ଚଳର ବହୁ ଦଳୀୟ କର୍ମୀ ଉପସ୍ଥିତ ହୋଇଥିଲେ l

Leave a Reply

Your email address will not be published. Required fields are marked *