ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅନୁଷ୍ଠିତ

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଭଦ୍ରକ ସହିଦ ସ୍କୃତିଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଛି, ୨୨୬ ରକ୍ତ ସଂଗଠନ ଅଂଶ ଗ୍ରହଣ କରିଥିଲେ ,ଭଦ୍ରକ ମୁଖ୍ଯ ଚିକିତ୍ସାଳୟର ସିଡିଏମଓ ସନ୍ତୋଷ କୁମାର ପାତ୍ର ସଭାପତିତ୍ବ କରିଥିଲେ ୨୨୬ ରକ୍ତ ସଂଗଠନ ଙ୍କୁ ମାନପତ୍ର ସହିତ ସିଲ ପ୍ରଦାନ କରି ସ୍ବାଗତ କରିଥିଲେ କାଯ୍ୟକ୍ରମ ଆୟୋଜନ କରିଥିଲେ ବ୍ଲଡ ବ୍ୟାଙ୍କ ର ମୁଖ୍ଯ ରତିକାନ୍ତ ବଳ ,ବହୁ ସମାସେବୀ ଅଂଶ ଗ୍ରହଣ କରିଥିଲେ, ସବୁ ସଂଗଠନ ମାନଙ୍କୁ ସହ ସମ୍ମାନ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ରକ୍ତ ଦାନ ପୁନଃ ଦାନ ଗୋଟିଏ ରକ୍ତ ବିନ୍ଦୁ ଲୋକ ଙ୍କୁ ମରଣ ମୁହଁ ରୁ ବଞ୍ଚିତ କରିଥାଏ ବୋଲି ସିଡିଏମଓ ସନ୍ତୋଷ ପାତ୍ର କହିଥିଲେ, କେହି ରକ୍ତ ବିନା ମୃତ୍ୟୁ ବରଣ ନ କରନ୍ତୁ ସମସ୍ତେ ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରି ଜୀବନ ବଞ୍ଚାନ୍ତୁ ବୋଲି ରକ୍ତ ବ୍ୟାଙ୍କ ର ମୁଖ୍ଯ ରତିକାନ୍ତ ବଳ ସଂଗଠନ ମାନଙ୍କୁ ବୁଝାଇ ଥିଲେ
