ଜଗତସିଂହପୁର ଠାରେ ସ୍ଵର୍ଗତ ଲଷ୍ମଣ ମାଲିକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ଲଷ୍ମଣ ମାଲିକ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଲଷ୍ମଣମାଲିକଙ୍କ ନବମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ମୃତି କମିଟି ର ସଦସ୍ୟ ମାନେ କଲେଜ ଛକ ନିକଟରେ ତିଳ ତର୍ପଣ କରିବା ସହିତ ପୋୖରାଧକ୍ଷ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଜଗତସିଂହପୁର ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ସ୍ମୃତି କମିଟି ପକ୍ଷରୁ କୁହାଯାଇଛି ।
ଜଗତସିଂହପୁର ରୀତା ସାହୁ reporter