ଦଶହରା ପର୍ବରେ ଥାନାଧିକାରୀ ଙ୍କ ଆଲୋଚନା ସଭା

ଟିଟିଲାଗଡ଼ : ଚଳିତବର୍ଷ ହେବାକୁ ଥିବା ଦଶହରା ମାଁ ଦୂର୍ଗା ପୂଜା ଏବଂ ରାବଣ ପୋଡ଼ି ଉତ୍ସବ କିଭଳି ଭାବରେ ଶାନ୍ତି ଶୃଙ୍ଖଳାରେ ପୂଜା ପର୍ବ ହେବ ଏନେଇ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀ ମନୋଜ ପ୍ରଧାନ ଙ୍କ ନେତୃତ୍ବରେ ଟିଟିଲାଗଡ଼ ସହରରେ ତଥା ଟିଟିଲାଗଡ଼ ସହରର ଆଖପାଖ ଗ୍ରାମାଞ୍ଚଳ ରେ ହେଉ ଥିବା ସମସ୍ତ ଦୁର୍ଗା ପୂଜା ଏବଂ ରାବଣ ପୋଡ଼ି କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଟିଟିଲାଗଡ଼ ଥାନା ରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଁ ଘଣ୍ଟାସୁନି ପୂଜକ ତଥା ହାଟପଦା ପଡ଼ା , ସ୍ବାଧୀନ ପଡ଼ା , ମାଁ ମାଉସୀ ମନ୍ଦିର ,ଅର୍ଣପୁର୍ଣା ପୂଜା କମିଟି, ଦେବନ୍ଧ ପଡ଼ା , ଇଲେକ୍ଟ୍ରି ଅଫିସ୍ , ରେଳଷ୍ଟେସନ , ଟିଟି ଡୁଙ୍ଗୁରି ,ବାନ୍ଦୁପଲା , ଦେସିଲ୍ ,ବାଞ୍ଜିପଦର ,ଲଇତରା ,ଘଣ୍ଟବାହାଲି ,ବାଗଡେର୍, ନାରେନ୍, ଘୋଡାର, ତେତେଲ୍ ଖୁଣ୍ଟି , ର ସମସ୍ତ ସଦସ୍ୟ ଉପସ୍ଥିତି ହୋଇଥିଲେ ।

Leave a Reply

Your email address will not be published. Required fields are marked *