ଜଗତସିଂହପୁର ଜିଲ୍ଲାରେ ପଥ ଉତ୍ସଵ

ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଉଛି ପଥ ଉତ୍ସବ । ମୋ ଭୋଟ ମୋ ସମ୍ମାନ ସହିତ ନୂତନ ଭୋଟରଙ୍କୁ ଅଭିନନ୍ଦନ। ଏନେଇ ଜଗତସିଂହପୁର ସହରର କଲେଜ ଛକ ଠାରୁ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ନେଇ walkethan କୁ ଉଦଘାଟନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଲଗଞ୍ଜିତ ରାଉତ, ଉପ ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଏଥିରେ ସାମିଲ ହୋଇ ଛନ୍ତି । ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପଟାୱାରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ରଙ୍ଗୋଲି,ଝୋଟି, ନୃତ୍ୟ, କୁଇଜ ସହିତ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କାଯ୍ୟକ୍ରମରେ ସ୍କୁଲ କଲେଜ ଛାତ୍ରଛାତ୍ରୀ,ଯୁବକ ଯୁବତୀ ମହିଳା, ସହର ବାସିନ୍ଦା, ବୁଦ୍ଧିଜୀବୀ କାଯ୍ୟକ୍ରମରେ ସାମିଲ ହୋଇଛନ୍ତି।
ଜଗତସିଂହପୁର Rita ସାହୁ reporter