ବିଦ୍ୟୁତଖୁଣ୍ଟରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବନ ବିହାର ଠାରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ଯୁବକ ଜଣକ ହେଉଛନ୍ତି ବ୍ରହ୍ମପୁର ହରଡାଖଣ୍ଡି ଅଂଚଳର ଅଶୋକ ମହାରଣା।ହଠାତ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇ ଅଚାନକ ବିଦ୍ୟୁତ ତାରକୁ ଧରିଦେଲା । ଯାହାରି ଫଳରେ ଘଟଣାସ୍ଥଳ ରେ ହିଁ ଯୁବକ ଗୁରୁତର ଆହତ ହୋଇ ବିଦ୍ୟୁତ ଖୁଣ୍ଟ ରେ ଲଟକି ରହିଥିଲେ।ଠିଆ ହୋଇ ଲୋକ ମାନେ ଯୁବକକୁ ଯେତେ ନେହୁରା ହେଲେ ମଧ୍ଯ କାହାରି କଥା ନ ସୁଣି ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛି ।ସ୍ଥାନୀୟ ଲୋକଙ୍କ ଠାରୁ ପୋଲିସ ଓ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Shiva Sankara Pradhan reporter

Leave a Reply

Your email address will not be published. Required fields are marked *