କନ୍ଧମାଳ ବିକାଶ ପରିଷଦ ପକ୍ଷରୁ 12ଘଣ୍ଟିଆ କନ୍ଧମାଳ ବନ୍ଦ ସଫଳ

କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ଆଜି ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପରୁ ଫୁଲବାଣୀ ସହରକୁ ବାଦ ଦିଆଯାଇଥିବାକୁ ନେଇ ଆଜି ବାଲିଗୁଡ଼ା ଅଞ୍ଚଳରୁ କନ୍ଧମାଳ ବିକାଶ ପରିଷଦ ଏବଂ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ସାମିଲ ହୋଇ ବାଲିଗୁଡ଼ା ସହରରେ ସମସ୍ତ ଦୋକାନ ବନ୍ଦ, ଗାଡ଼ି ମୋଟର ବନ୍ଦ ରହିବା ସହ ବାଲିଗୁଡ଼ା ପୋଲିସ ପ୍ରଶାସନ ସୁରକ୍ଷା ବଳବତର ରହି ଏହି ”12 ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ଶାନ୍ତି ଶୃଙ୍ଖଳା ସହ ସଫଳ ହୋଇଥିବା ଦେଖିବାକୁ ମିଳିଛି l ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପରୁ ଫୁଲବାଣୀ ସହରକୁ ବାଦ ଦିଆଯାଇଥିବାକୁ ନେଇ ଆଜି ବାଲିଗୁଡ଼ା ଅଞ୍ଚଳରୁ କନ୍ଧମାଳ ବିକାଶ ପରିଷଦ ଏବଂ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ସାମିଲ ହୋଇ ବାଲିଗୁଡ଼ା ସହରରେ ସମସ୍ତ ଦୋକାନ ବନ୍ଦ, ଗାଡ଼ି ମୋଟର ବନ୍ଦ ରହିବା ସହ ବାଲିଗୁଡ଼ା ପୋଲିସ ପ୍ରଶାସନ ସୁରକ୍ଷା ବଳବତର ରହି ଏହି ”12 ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ଶାନ୍ତି ଶୃଙ୍ଖଳା ସହ ସଫଳ ହୋଇଥିବା ଦେଖିବାକୁ ମିଳିଛି l ପୂର୍ବ ରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମ୍ୟାପ ଅନୁସାରେ ଫୁଲବାଣୀ ସହରରେ ସଂଯୋଗ ରେ ରେଳ ରାସ୍ତାର କାର୍ଯ୍ୟକରିବା ଦାବିରେ ବାଲିଗୁଡ଼ା ଜିଲ୍ଲା ପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ସ୍ମାରକ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି

Bhabani Shankar jena reporter

Leave a Reply

Your email address will not be published. Required fields are marked *