ଆଜି ସୃତିଚାରଣ ଶ୍ରୀ ମାନ କମଳା କୁମାରୀ ଦେବୀ ଙ୍କ ଅନୁଷ୍ଠିତ ହୋଇ ଯାଇଛି

ସମାଜ ରେ ପ୍ରତ୍ୟକ ସନ୍ତାନ ମାନଙ୍କ ପାଇଁ ପିତାମାତା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ ଏବଂ ଆଦ୍ୟାଶକ୍ତିଙ୍କର ଅଧିଷ୍ଠିତ ଘରେ ପିତା ମାତା ଙ୍କୁ ଆରାଧ୍ଯ ଦେବତା ରୂପେ ପୂଜା କରିବା ସହିତ ତାଙ୍କ ଆଶ୍ରିବାଦ ଲାଭ କରି ପ୍ରତ୍ୟେକ କାଯ୍ୟ ଅନୁକୁଳ କଲେ ଶୁଭ ଲାଭ ହୁଏ , ଯେପରି ବେଦ ଠାରୁ ବଡ ଶାସ୍ତ୍ର ନାହି, ସେହିପରି ପିତାମାତାଙ୍କ ଠାରୁ ବଡ ଦେବତା କେହି ନାହି ଭଦ୍ରକ ର କଳ୍ପନା ଦେବୀ ଆବାସିକ ବିଦ୍ୟାଳୟ ପ୍ରାଣଙ୍ଗରେ ପଣ୍ଡିତ ଦୈତାରି ମହାପାତ୍ର ଙ୍କ ସଭାପତିତ୍ବ ରେ କମଳା କୁମାରୀ ଦେବୀଙ୍କ ଶ୍ରଦ୍ଧାଞଳୀ ଅବସର ବ୍ରାହ୍ମଣ ସମାଜ କଲେଜ ର ସମସ୍ତ ସଦସ୍ଯ ଛାତ୍ର ଛାତ୍ରୀ ଏବଂ ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ସୃତିଚାରଣ କରିଥିଲେ

Punil Kumar Samanta reporter

Leave a Reply

Your email address will not be published. Required fields are marked *