ଲାୟନ୍ସ କ୍ଲବ ତରଫ ରୁ ଟ୍ରାଫିକ ପୋଷ୍ଟ ଉଦଘାଟିତ

ଲାୟନ୍ସ କ୍ଲବ ତରଫ ରୁ ଆଜି ଦୁଇଟି ଟ୍ରାଫିକ ପୋଷ୍ଟ ଉଦଘାଟିତ ହୋଇ ଯାଇଛି ଲାୟନ୍ସ କ୍ଲବ ର ସଭାପତି ଅଶୋକ କୁମାର ମହାନ୍ତି ଙ୍କ ନେତୃତ୍ବ ରେ ଭଦ୍ରକ ବାଇପାସ ଛକ ଏବଂ ଅପତ୍ତିବିନ୍ଧା ଛକ ଠାରେ ଉଦଘାଟିତ ହୋଇଯାଇଛି ମୁଖ୍ଯ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଧର ଏବଂ ଭଦ୍ରକ ଏସ୍ପି ଶ୍ରୀଯୁକ୍ତ ଗୁଣ୍ଡୁପାଲି, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଏମପି, ମଞୁଲତା ମଣ୍ଡଳ,ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଚେୟାରମ୍ୟାନ, ଉର୍ମିଳା ନାୟକ, ଭଦ୍ରକ ମ୍ୟୁନିସିପାଲଟି ଚେୟାରମ୍ୟାନ, ଗୁଲମୁଖି ହବିବ, ଭଦ୍ରକ ମ୍ୟୁନିସିପାଲଟି ର କାଉନସିଲର ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷ ରେ ଲାୟନ୍ସ କ୍ଲବ ର ସମସ୍ତ ବୃଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମାପନ କରିଥିଲେ
Punil Kumar Samanta reporter