ଦ୍ୱିତୀୟ ଦିନରେ ବିକଶିତ ଭ।ରତ ସଂକଳ୍ପ ଯ।ତ୍ର।

ବିକଶିତ ଭ।ରତ ସଂକଳ୍ପ ଯ।ତ୍ର। ଆଜି ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଯ।ଇଛି । ଆଜି ମ।ଲକ।ନଗିରି, କଳ।ହ।ଣ୍ଡି ସମେତ ର।ଜ୍ୟର ବିଭିନ୍ନ ଆଦିବ।ସୀ ଅଧ୍ୟୁଷିତ ଅଞ୍ଚଳରେ ସଂକଳ୍ପ ଯ।ତ୍ର। ଅନୁଷ୍ଠିତ ହୋଇଯ।ଇଛି । ମ।ଲକ।ନଗିରି ଜିଲ୍ଲ। ମ।ଥିଲି ବ୍ଲକରେ ଆୟୋଜିତ ସଂକଳ୍ପ ଯ।ତ୍ର।ରେ ବହୁସଂଖ୍ୟ।ରେ ହିତ।ଧିକ।ରୀ ଯୋଗ ଦେଇଥିଲେ । ମ।ଥିଲି ଠ।ରେ ସଂକଳ୍ପ ଯ।ତ୍ର।ର ସଚେତନତ। ରଥ ପହଞ୍ଚି ସ।ଧ।ରଣ ହିତ।ଧିକ।ରୀ ମ।ନଙ୍କୁ କେନ୍ଦ୍ର ସରକ।ରଙ୍କ ବିଭିନ୍ନ ଯୋଜନ। ସମ୍ପର୍କରେ ସଚେତନ କର।ଯ।ଇଛି। କେତେକ ହିତ।ଧିକ।ରୀଙ୍କୁ ଯୋଜନ।ର ଲ।ଭ ନେବ।କୁ ପଞ୍ଜୀକରଣ କର।ଯିବ। ସହିତ ସେମ।ନଙ୍କୁ ସହ।ୟତ। ବିତରଣ କର।ଯ।ଇଥିଲ। ।
ସେହିପରି ମୟୂରଭଞ୍ଜ ଜିଲ୍ଲ। ର।ଇରଙ୍ଗପୁର ଠ।ରେ ବିକଶିତ ଭ।ରତ ସଂକଳ୍ପ ଯ।ତ୍ର।ର ସଚେତନତ। ରଥକୁ ପତ।କ। ଦେଖ।ଇ ଶୁଭ।ରମ୍ଭ କର।ଯ।ଇଛି । ଏହି ରଥ ବ୍ଲକର ବିଭିନ୍ନ ସ୍ଥ।ନ ପରିକ୍ରମ। କରି କେନ୍ଦ୍ର ସରକ।ରଙ୍କ ବିଭିନ୍ନ ଯୋଜନ। ସମ୍ପର୍କରେ ହିତ।ଧିକ।ରୀଙ୍କୁ ସଚେତନ କରିବ । ହିତ।ଧିକ।ରୀଙ୍କୁ ବ।ହନ ନିକଟରେ ପଞ୍ଜୀକରଣ କର।ଯିବ। ସହିତ ଆବଶ୍ୟକ ସ୍ଥଳେ ସହ।ୟତ। ମଧ୍ୟ ବିତରଣ କର।ଯିବ ।
ଅନ୍ୟପଟେ କଳ।ହ।ଣ୍ଡି ଜିଲ୍ଲ।ର ବିଭିନ୍ନ ଗ୍ର।ମପଞ୍ଚ।ୟତରେ ବିକଶିତ ଭ।ରତ ସଂକଳ୍ପ ଯ।ତ୍ର। ଅନୁଷ୍ଠିତ ହୋଇଯ।ଇଛି । କେନ୍ଦ୍ର ସରକ।ରଙ୍କ ବିଭିନ୍ନ ଯୋଜନ। ସମ୍ପର୍କରେ ତୃଣମୂଳସ୍ତରର ହିତ।ଧିକ।ରୀମ।ନଙ୍କୁ ସଚେତନ କର।ଯ।ଇଛି । ସଚେତନତ। ରଥ ବିଭିନ୍ନ ଗ୍ର।ମପଞ୍ଚ।ୟତରେ ପହଞ୍ଚି ଏଲଇଡି ସ୍କ୍ରିନ୍ ମ।ଧ୍ୟମରେ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରି ହିତ।ଧିକ।ରୀଙ୍କୁ ସଚେତନ କରିଛି । ଏହି ଅବସରରେ ଆୟୋଜିତ କ।ର୍ଯ୍ୟକ୍ରମରେ ହିତ।ଧିକ।ରୀଙ୍କୁ ସହ।ୟତ। ବିତରଣ କର।ଯିବ। ସହିତ ସ୍ୱ।ସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଯ।ଇଛି । ଜିଲ୍ଲ।ର ଦେଓଗାଁ ପଞ୍ଚ।ୟତରେ ବିକଶିତ ଭ।ରତ ସଂକଳ୍ପ ଯ।ତ୍ର। ଅନୁଷ୍ଠିତ ହୋଇଥିଲ। । ହିତ।ଧିକ।ରୀଙ୍କୁ ପ୍ରଚ।ର ପୁସ୍ତିକ। ବିତରଣ କର।ଯ।ଇଛି ସଚେତନତ। କର।ଯ।ଇଥିଲ।।
ସୂଚନ।ଯୋଗ୍ୟ ଯେ କେନ୍ଦ୍ର ସରକ।ରଙ୍କ ବିଭିନ୍ନ ଜନକଲ୍ୟ।ଣମୂଳକ ଯୋଜନ।ର ଶତପ୍ରତିଶତ ପ୍ରସ।ର ଉଦ୍ଦେଶ୍ୟରେ ଗତକ।ଲି ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭ।ରତ ସଂକଳ୍ପ ଯ।ତ୍ର।ର ଆରମ୍ଭ କରିଥିଲେ । ଏହି ଯ।ତ୍ର। ଆସନ୍ତ। ଜ।ନୁଆରୀ ୨୫ ତ।ରିଖ ପର୍ଯ୍ୟନ୍ତ ଜ।ରି ରହିବ।

Leave a Reply

Your email address will not be published. Required fields are marked *