Free fire game ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅନ୍ତର୍ଗତ ଆଖୁପାଳ ଗ୍ରାମର କୁଅଁର ଖଣ୍ଡା(୪୭)ଙ୍କ ପୁଅ ଅଗସ୍ତି ଖଣ୍ଡା (୧୫) ମୋନାହାରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଅଟେ। ପିତା କୁଅଁର ଖଣ୍ଡା ପୁଅ online ରେ ପାଠ ପଢିବ ବୋଲି mobile କିଣି ଦେଇଥିଲେ । କିନ୍ତୁ ପୁଅ ପାଠ ନ ପଢି freefire ଖେଳି ମାନସିକ ସ୍ଥିତି ହରାଇ ବସିଛନ୍ତି। ପ୍ରଥମେ ହରିଚନ୍ଦନପୁର ଗୋଷ୍ଠି କେନ୍ଦ୍ରରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ସ୍ଥିତି ଗୁରୁତରଥିବାରୁ ସଙ୍ଗେ ସଙ୍ଗେ ତୋରାଣି ପୋଖରୀ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।