ଯୁବ ବିକାଶ କାର୍ଯ୍ୟକ୍ରମ ପୁରୁଣାବଜାର ମହାବୀର ପଡିଆ ଠାରେ ଅନୁଷ୍ଠିତ

ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ରେ ଯୁବ ଓଡିଆ ନବୀନ ଓଡିଶା ପକ୍ଷରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ପୁରୁଣାବଜାର ମହାବୀର ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଭଦ୍ରକ ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ କଲେଜ ଅନୁଷ୍ଠାନ ଖେଳ ପ୍ରତିଯୋଗିତା ପ୍ରଥମ ଦିନ ମହାବୀର ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି, ସଂସ୍କୃତ ଡିଗ୍ରୀ କଲେଜ ଅଧ୍ୟକ୍ଷ ନିତ୍ୟାନନ୍ଦ ମହାପାତ୍ର, ଅଂଶ ଗ୍ରହଣ କରି ସମସ୍ତ କାର୍ଯ୍ଯ କୁ ତ୍ବରାନିତ କରିଥିଲେ କ୍ରିକେଟ ଖେଳ ପ୍ରଦର୍ଶନ ପଡିଆ ପିଲା ମାନେ ଦେଖାଇଥିଲେ, ଏବଂ ଝିଅ ମାନେ ମଧ୍ଯ ଖେଳରେ ଭାଗ ନେଇଥିଲେ
Punil Kumar Samanta reporter