ଭାରତୀୟ ରେଳର ନିରାପତ୍ତା ସମ୍ବନ୍ଧରେ ମାନ୍ୟବର ରେଳମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା

ଭାରତୀୟ ରେଳର ନିରାପତ୍ତା ସମ୍ବନ୍ଧରେ ମାନ୍ୟବର ରେଳମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା l 1.ବିଭିନ୍ନ ନିରାପତ୍ତା ସମ୍ବନ୍ଧରେ ରେଳ ମନ୍ତ୍ରଣାଳୟର ବୋର୍ଡ ସଦସ୍ୟ, ଜୋନାଲ ଅଧିକାରୀ, ଡିଭିଜନ ଅଧିକାରୀ ଏବଂ ଆରଡିଏସଓ ଆଦି ସଂସ୍ଥା ମାନଙ୍କ ସହିତ ଆଜି (25.11.2023) ଦିନ ବିସ୍ତୃତ ଆଲୋଚନା କରିଛନ୍ତି l 3. ବିଭିନ୍ନ ନିରାପତ୍ତା ସମ୍ବନ୍ଧୀୟ ବିଷୟବସ୍ତୁ ଯଥା ସ୍ୱୟଞ୍ଚାଳିତ ସିଗନାଲ୍, ଦୀର୍ଘ ସମୟ ଧରି କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ କରାଇବା, ୟାର୍ଡ ଆଧୁନିକୀକରଣ ଏବଂ ୟାର୍ଡ ଭିତ୍ତିଭୂମିରେ ନିରାପତ୍ତା, ଡଷ୍ଟର ମ୍ୟାନେଜମେଣ୍ଟ ଟିମ୍ ଇତ୍ୟାଦି ବିଭିନ୍ନ ନିରାପତ୍ତା ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି l 4. ଏହାବ୍ୟତୀତ, ପାକ୍ଷିକ ନିରାପତ୍ତା କାର୍ୟ୍ୟ ଯୋଜନା ଏବଂ ଏହାର ନିୟମିତ ସମୀକ୍ଷା ପାଇଁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Leave a Reply

Your email address will not be published. Required fields are marked *