ଦାମୋଦର ସଂସ୍କୃତ ଡିଗ୍ରୀ କଲେଜ ରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଦାମୋଦର ସଂସ୍କୃତ ଡିଗ୍ରୀ କଲେଜ ରେ ସାସ୍କୃତିକ କାର୍ଯ୍ୟକ୍ରମ ପ୍ରିନ୍ସିପାଲ ଡଃ ନିତ୍ୟାନନ୍ଦ ମିଶ୍ର ଙ୍କ ଦ୍ବାରା ଅନୁଷ୍ଠିତ ହୋଇ ଯାଇଛି | ଅଭୟ ସୂତାର ଦୀପ ପ୍ରଜ୍ବଳନ ମନ୍ତ୍ର କରିଥିଲେ| ମୁଖ୍ଯ ଅତିଥି ଭାବେ ଭଦ୍ରକ ରୋଟାରୀ କ୍ଲବ ର ସଭାପତି ଅଭିଜିତ ନାୟକ, ଅଂଶ ଗ୍ରହଣ କରିଥିଲେ ତାଙ୍କୁ ଫୁଲ ଗୁଛ ଏବଂ ଉତ୍ତରି ଦେଇ ସମ୍ମାନିତ କରାଯାଇଥିଲା ମୁଖ୍ୟ ବକ୍ତା ଡାକ୍ତର ପ୍ରମୋଦ କୁମାର ନାୟକ, ସମ୍ମାନିତ ପ୍ରତିଭା ପ୍ରଶାନ୍ତ କୁମାର ଦାଶ, ସହ ସମ୍ମାନିତ ଅତିଥି କଲେଜ ର ଅଧ୍ୟକ୍ଷା ଶ୍ରୀ ମତି ଗାୟତ୍ରୀ ମହାନ୍ତି, ବରିଷ୍ଠ ଅତିଥି ସଂଗ୍ରାମ କେଶରୀ ମହାନ୍ତି, ନୋଡାଲ ଅଫିସର ଶ୍ରୀଯୁକ୍ତ ଶୁକ ଦେବ ପଣ୍ଡା, ଅଧ୍ୟକ୍ଷ, ଡାକ୍ତର ନିତ୍ୟାନନ୍ଦ ମିଶ୍ର ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ବୁଝାଇ ଥିଲେ ଶେଷ ରେ ଅକ୍ଷୟ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ | କଲେଜ ର ସମସ୍ତ ଛାତ୍ର ଛାତ୍ରୀଙ୍କ ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ |
punil Kumar Samanta reporter