ନୟାଗଡ ସଵ ଜେଲ ରେ ବିଶ୍ୱ ଏଡ଼ସ ଦିବସ ପାଳନ

ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ୱାଇ. ଆର. ଜି. କେୟାର ତରଫରୁ ନୟାଗଡ ସଵ ଜେଲ ରେ 285 ଜଣ ଅନ୍ତେବାସୀ ଙ୍କୁ ନେଇ ବିଶ୍ୱ ଏଡ଼ସ ଦିବସ ପାଳନ ହୋଇଯାଇଛି. ଜେଲ ର ଅଧିକ୍ଷକ ପ୍ରଫୁଲ କୁମାର କବି ଙ୍କ ସଭାପତିତ୍ୱ ରେ ଏହାର ଶୁଭାରମ୍ଭ କରାଯାଇଥିଲା. ଡାକ୍ତର ଶରତ କୁମାର ଦାଶ ବିଶ୍ୱ AIDS ଦିବସ ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ କହିଥିଲେ ଏବଂ ICTC counselor ଦେବାଶିଷ ସିଙ୍ଗ HIV/AIDS କୁ କିପରି ସମାଜ ରୁ ରୋକା ଯାଇପାରିବ ସେ ବିଷୟରେ ବିସ୍ତୃତ ଭାବେ କହିଥିଲେ. ଏହି କାଯ୍ୟକ୍ରମ ରେ କଳ୍ପନା ନାୟକ, ସୁଜାତା ମହାନ୍ତି, ଅଶୋକ ଦାଶ, ରଂଜିତ ନାୟକ ଉପସ୍ଥିତ ଥିଲେ. 26 ଜଣ ଅନ୍ତେବାସୀ ଙ୍କ ର HIV, syphilis, HBV, HCV ଏବଂ TB ଟେଷ୍ଟ କରାଯାଇଥିଲା. ଶେଷରେ ଗୀତାଞ୍ଜଳି ପଟ୍ଟନାୟକ ସମସ୍ତ ଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *