ଚେଳିତୋଳ ବାଲିଯାତ୍ରା ମହୋତ୍ସବ
![](https://teerthkhetra.com/wp-content/uploads/2023/12/Screenshot_2023-12-03-16-04-16-28.jpg)
– ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସ୍ମୃତି ଚାରଣ କରୁଥିବା ତିର୍ତ୍ତୋଲ ର ଚେଳିତୋଳ ବାଲିଯାତ୍ରା ମହୋତ୍ସବ ବ ଷଷ୍ଠ ସନ୍ଧ୍ୟା କାଳୀନ ସାଂସ୍କୃତିକ ଉତ୍ସଵ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ବିଜୟ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦ୍ୱୀପ ପୋୖରାଧକ୍ଷ ବସନ୍ତ କୁମାର ବିଶ୍ବାଳ, ମୀରା ପରିଡା, ଲୋରା ମହାପାତ୍ର, ପୀତବାସ ଗଛ।ୟତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ପରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।
ଜଗତସିଂହପୁର ରୁ ରୀତା ସାହୁ reporter