ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କୁ ଭେଟିଲେ ଯୁବନେତା ଅସିତ୍ ପଟ୍ଟନାୟକ

ଭଦ୍ରକ ଜିଲ୍ଲ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗତ କାଲି ଯୁବ ନେତା ଅସିତ୍ ପଟ୍ଟନାୟକ ତାଙ୍କ ସମର୍ଥକ ମାନଙ୍କୁ ନେଇ ସାକ୍ଷାତ କରିଥିବା ସହିତ ସମ୍ବନ୍ଧନା କରିଥିଲେ ଭଦ୍ରକ ବିଜେଡି ରାଜନୀତି ରେ ଦଳୀୟ ନେତାଙ୍କ ଶକ୍ତି ବୃଦ୍ଧି କୁ ଦେଖି ଚିନ୍ତାରେ ଦଳୀୟ ପଯ୍ୟବେକ୍ଷ ସହିତ ଦଳୀୟ ହାଇକମାଣ୍ତ ଭଦ୍ରକ ରାଜନୀତି ରେ ବିଜେଡି ଆଶୟୀ ପ୍ରାଥୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିରୋଧୀ ଶିବିର ଖାଲି ପୂର୍ବରୁ ଅନେକ ନୂଆ ମୁହଁ ବିଜେଡି ର ବେନର ମାରି ରାଜନୀତି ଆରମ୍ଭ କରିଥିବାର ଦେଖିବାକୁ ମିଳିଥିବା ବେଳେ ଏପରି ଅବସ୍ଥାରେ ଗତକାଲି ଭଦ୍ରକ ଜିଲ୍ଲା ଦାୟିତ୍ୱ ରେ ଦଳୀୟ ପଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଙ୍କୁ ଯୁବ ନେତା ଅସିତ୍ ପଟ୍ଟନାୟକ (ବୁଲୁଭାଇ) ତାଙ୍କର ସମର୍ଥକ ମାନଙ୍କୁ ନେଇ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ପହଞ୍ଚି ପଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଙ୍କୁ ବାଇପାସ ଛକ ନିକଟରେ ଥିବା ଆଭି ଗୃହରେ ସାକ୍ଷାତ କରିବା ସହିତ ସମ୍ବନ୍ଧନା କରିଥିବାର ଦେଖିବାକୁ ମିଳିଛି ଏଥି ସହିତ ଆଗକୁ ଦେଖିବାକୁ ବାକି ରହିଲା ବିଜେଡି ଦଳର ହାଇକମାଣ୍ତ ଦଳୀୟ ନେତୃତ୍ୱ କାହା ଉପରେ ଗୁରୁତ୍ୱ ଦେଇଛନ୍ତି ଅବା ଦଳୀୟ ଲଢୁଆ ନେତା ନା ଦଳରେ କୈଣସି ସମ୍ପର୍କ ନଥିବା ନେତା ମାନଙ୍କୁ ଏଥି ସହିତ ଆଜିକୁ ଚାରି ମାସ ପରେ ଦଳୀୟ ନିର୍ବାଚନ ହେବାକୁ ଥିବା ବେଳେ ସମୟ କହିବ 2024ରେ ଦଳୀୟ ଟିକେଟ୍ କାହାକୁ ଦିଆଯାଉଛି ।

Leave a Reply

Your email address will not be published. Required fields are marked *