ଯୁବନେତା ବୁଲୁ ପଟ୍ଟନାୟକଙ୍କ ଜନ୍ମଦିନ ବିବାଦ ପ୍ରସଙ୍ଗ ପ୍ରତିକ୍ରିୟା ରଖିଲେ ବୁଲୁ ସମର୍ଥକ

ମାର୍କେଟରେ ବିଜେଡିର ଯୁବନେତା ବୁଲୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନକୁ ନେଇ ବିବାଦ ପରେ ଚେୟାରମେନ ଓ ବୁଲୁ ପଟ୍ଟନାୟକଙ୍କ ସମର୍ଥକଙ୍କ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ନଳାଙ୍ଗ ଠାରେ ୩ ଏକର ସରକାରୀ ଜମିକୁ ଯୋର୍ ଜବରଦସ୍ତ ଅକ୍ତିଆର କରି ଘର ଓ ମାଛଚାଷ କରୁଥିବାର ଆଣିଲେ ଅଭିଯୋଗ । ଉପଜିଲ୍ଲାପାଳ ଯଦି ୮ ଦିନ ମଧ୍ୟରେ ଏହି ସରକାରୀ ଜାଗାକୁ ସରକାରଙ୍କ ଅକ୍ତିଆରକୁ ନ ଆଣିବେ ଆଗକୁ ଯୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆଗକୁ ଦେଖିବାକୁ ବାକି ରହିଲା ଏହି ବିବାଦ ଆଗକୁ କେଉଁ ରୂପ ନେଉଛି ।

Prakash Kumar Patra reporter

Leave a Reply

Your email address will not be published. Required fields are marked *