ବ୍ଲଡ଼ ଡୋନେସନ କ୍ୟାମ୍ପ S.B. I.General Insurence bramhpur ଦ୍ୱାରା ଆୟୋଜନ

ବ୍ଲଡ଼ ଡୋନେସନ କ୍ୟାମ୍ପ ବ୍ରହ୍ମପୁର, ବିଜିପୁର ମୁଖ୍ୟ ରାସ୍ତାର ବିଘ୍ନରାଜ କଂପ୍ଲେକ୍ସ ଠାରେ ଏକ ବିରାଟ ବ୍ଲଡ଼ ଡୋନେସନ କ୍ୟାମ୍ପ S.B. I.General Insurence bramhpur ଦ୍ୱାରା ଆୟୋଜନ କରାଯାଇଛି l ଆଜି 14ତମ ପ୍ରତିଷ୍ଠା ଦିବସରେ ସେମାନେ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ଛନ୍ତି l ତଥା ନାରାୟଣ ସେବା ବୃଦ୍ଧା ଆଶ୍ରମ ରେ ସାରୀ, ଚାଉଳ, ଏବଂ ଗରମ ବସ୍ତ୍ର ସହ ବିଭିନ୍ନ ଜାଗାରେ ଗରିବମାନଙ୍କୁ ଖାଦ୍ୟ ବଣ୍ଟନ, ଗରିବଙ୍କୁ ପୋଷାକ ଏବଂ ଗରମ ପୋଷାକ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ sbi ର ଜେନେରାଲ asm ସନ୍ତୋଷ କୁମାର ମହାପାତ୍ର, msm ହରିଶ କୁମାର ସୋନି, csm ଶଙ୍କର ଭୂୟାଁ, csm ଶିବାନନ୍ଦ ଚୌଧୁରୀ, csm ଦେବାଶିଷ ମହାପାତ୍ର, operation manager ଶିବ ସାହୁ, bdm ପ୍ରଶାନ୍ତ ଚୌଧରୀ, bdm ସଞ୍ଜୟ, bdm ସନ୍ତୋଷ ନାୟକ, operation ନରେନ୍ଦ୍ର ନାୟକ, ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ l