ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ

ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ ସାଂସ୍କୃତିକ କାର୍ଯ୍ଯକ୍ରମ ର ମୁଖ୍ଯ ଅତିଥି ଶ୍ରୀଯୁକ୍ତ ଅଜୟ ନାୟକ, ଦ୍ବାରା ଉଦ୍ଘାଟିତ ହୋଇଯାଇଛି, ଶିକ୍ଷା କେବଳ ପୁସ୍ତକ ଗତ ନ ହୋଇ ଏହା ସାର୍ବଜନୀନ ମାନବତ୍ବର ବିକାଶ ରେ ସହାୟକ ହୋଇଥାଏ ବୋଲି ଅଜୟ ନାୟକ ମତବ୍ୟକ୍ତ କରିଥିଲେ ,ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଡ, ନିତ୍ୟାନନ୍ଦ ମିଶ୍ର ପୌରୋହିତ ,ସାଂସ୍କୃତିକ କାର୍ଯ୍ୟକ୍ରମ ର ଲକ୍ଷ୍ଯ ସମ୍ପର୍କ ରେ ଆଲୋକପାତ କରିଥିଲେ, ଅତିଥି ପ୍ରଦାନ କରିଥିଲେ ପ୍ରମୋଦ କୁମାର ନାୟକ, ମୁଖ୍ଯ ବକ୍ତା ଶ୍ରୀଯୁକ୍ତ କୃପାସିନ୍ଧୁ ନାୟକ, ସମାଜ ସେବୀ ଶ୍ରୀମତୀ ରାଜଲକ୍ଷ୍ମୀ ମହାପାତ୍ର, ବସୁ ମିତ୍ରା ସାହୁ, ୨୬ ନମ୍ବର ଓ୍ବାର୍ଡ ର କାଉନସିଲର, ଶ୍ରୀଯୁକ୍ତ ଜୁଲଫୁକାର ଅଲ୍ଲୀ, ଶେଷ ରେ ଧନ୍ୟବାଦ ପ୍ରଦାନ କରିଥିଲେ ଶୁକଦେବ ପଣ୍ଡା

Punil Kumar Samanta reporter

Leave a Reply

Your email address will not be published. Required fields are marked *