ହାଟକୁ ଯାଇ ଆଉ ଫେରିଲାନି ଗୋବିନ୍ଦ

ଘରର ସଉଦା ପତ୍ର ପାଇଁ ହାଟକୁ ଯାଇ ଘରକୁ ଶବ ହୋଇ ଫେରିଲେ ଗୋବିନ୍ଦ ହିଁ ଦର୍ଶକ ବନ୍ଧୁ ଏଭଳି ହୃଦୟ ବିତାରକ ଦୁଃଖ ଘଟଣା ଟି ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ଜୟରାମ ପୁର ଗ୍ରାମର ନାରାୟଣ ମହାକୁଡ ଙ୍କ ବଡ ପୁଅ ଗୋବିନ୍ଦ ମହାକୁଡ ଘର ପାଇଁ ସଉଦା ପତ୍ର ଆଣିବା ପାଇଁ ନିକଟସ୍ଥ ହାଟକୁ ସାଇକେଲ ସାହାଯ୍ୟ ରେ ଘରର ସଉଦା ପାଇଁ ଯାଇଥିବା ବେଳେ ରାତି ଅଧିକ ହେବା ପଯ୍ୟନ୍ତ ଗୋବିନ୍ଦ ସଉଦା ନେଇ ଘରକୁ ନ ଫେରିବାକୁ ନେଇ ପରିବାର ଲୋକ ମାନେ ପାଖ ପଡୋଶୀ ଘର ମାନଙ୍କର ଖୋଜାଖୋଜି କରିବା ସହିତ ଗୋବିନ୍ଦ ଯାଇଥିବା ହାଟ ସହିତ ବିଭିନ୍ନ ସ୍ଥାନ ମାନଙ୍କ ରେ ରାତି ରେ ବହୁତ ଖୋଜାଖୋଜି କରିଥିବା ବେଳେ ଆଜି ସକାଳ ସମୟରେ ବରଦା ଛକ ନିକଟରେ ଥିବା କେନାଲ ପୋଲ ତଳ ପାଣିରେ ଏକ ଅଜଣା ମୃତ ଦେହ ଭାସୁ ଥିବାର ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମାନେ ଦେଖିବା ପରେ ଖବର ପାଇ ଘଟଣା ସ୍ଥଳରେ ଗୋବିନ୍ଦ ଙ୍କ ପରିବାର ଲୋକ ମାନେ ପହଞ୍ଚି ପାଣିରେ ଭାସୁଥିବା ଗୋବିନ୍ଦ ଙ୍କ ମୃତ ଦେହ ପାଣିରୁ ଉଧାର କରାଯାଇ ଥିବାର ଦେଖିବାକୁ ମିଳିଛି।