ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟଗଂଜାମ ହିଞ୍ଜିଳିକାଟୁ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ ଶ୍ରୀ ଯୁକ୍ତ ରଜନୀ କୁମାର ଗନ୍ତାୟତ ଅଲ୍ ଇଣ୍ଡିଆ ପୋଷ୍ଟାଲ ର ଏମ୍ପାପାଳାଇସ୍ ୟୁନିୟନର G D S ଆସିକା ଡିଭିଜନ ର ସେକ୍ରେଟାରୀ ହିଞ୍ଜିଳିକାଟୁ S,O ଆସିକା H O ଉପଡାକ ଘର ଅଧିନସ୍ଥ 9 ଗୋଟି ଶାଖା ଡାକଘର ସେବକ ଧର୍ମଘଟ ଉପସ୍ଥିତ ଥିଲେ। ରାଜେନ୍ଦ୍ର ଖୁଣ୍ଟିଆ, ଜିତେନ୍ଦ୍ର ଵିଶୋଇ, ଟିଲୁ ଦାସ, ସୁଶୀଲ କୁମାର ସେଠି,ଅନାମ ଚରଣ ସାହୁ, ଜୟଦେବ ସ୍ବାଇଁ, କୈଳାସ ଚନ୍ଦ୍ର ପଟ୍ଟନାୟକ,ଵିମଲ କହଁର ଅମିର ନାହକ ଡାକ ସେବକଙ୍କ ପ୍ରମୁଖ ଦାବି ମଧ୍ୟ ରେ ଆଠ ଘଣ୍ଟା କାର୍ଯ୍ୟ ନିୟମିତ, କର୍ମଚାରୀ ଙ୍କର ପଦୋନ୍ନତି ଅବସର ପ୍ରାପ୍ତ କର୍ମଚାରୀ କୁ ପେନସନ ସୁବିଧା ଓ ଗ୍ରାଜ୍ୟୁଇଟ ଇନସ୍ୟୁରାସନ ର କାର୍ଯ୍ୟ ଦିବସ ଛୁଟି ଭାଙ୍ଗିବା ଟାର୍ଗେଟ ନାମରେ ସେବକ ମାନଙ୍କୁ ନିର୍ଯ୍ୟାତନା ବନ୍ଦ ଖର।ସମାନ କାମକୁ ସମାନ ଦରମା ସପ୍ର ଡ଼ାକ ସେବକ ଧର୍ମଘଟ, ଆର୍ଥିକ ଦେଣ ନେଣ, ଆଧାର ସେଵା, ମନିଅଡର , ଚିଠିପତ୍ର ପ୍ରଦାନ ଘୋର ଅସୁବିଧା ଦେଇଛି। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ

Leave a Reply

Your email address will not be published. Required fields are marked *