ଅବସରପ୍ରାପ୍ତ CDMO ଙ୍କୁ ଛୁରାମାଡ଼
ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଛୁରାମାଡ଼ ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ କରାଯାଇଛି । ଭଦ୍ରକ ସହରରେ ଥିବା ଘରେ ପଶି ଦୁର୍ବୃତ୍ତଙ୍କ ଛୁରାମାଡ଼!.ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଅଵସର ପ୍ରାପ୍ତ ଡାକ୍ତରଙ୍କୁ ଛୁରା ମାଡ। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ। ଆଜି ଭୋର ୪.୩୦ ସମୟରେ ତାଙ୍କର ଘର ଟାଉନଥାନା ଅଧିନ ଚାରିଘରିଆରେ ଥିବା ବେଳେ ତାଙ୍କୁ ଛୁରା ମାଡ ହୋଇଛି।
ଦେହର ୭ରୁ ଅଧିକ ସ୍ଥାନରେ ଛୁରା ମାଡ ହୋଇଛି। ଗୁରୁତର ଅଵସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘରେ ସେ ତାଙ୍କର ସ୍ତ୍ରୀ ଥିଲା ବେଳେ ତାଙ୍କୁ ଛୁରା ମାଡ। ଚୋରି ଉଦ୍ଦେଶ୍ୟରେ ଆସି ଛୁରା ମାଡ ହୋଇଥିବା ସୂଚନା ।