ଅଛି ଯଦି ଦିଅ ନାହିଁ ଯଦି ନିଅ ” ଗୋଟିଏ ,ଷ୍ଟଲ ଉଦଘାଟନ

ଆଜି ଭଦ୍ରକ ଲାୟନ୍ସ କ୍ଲବ ତରଫ ରୁ” ଅଛି ଯଦି ଦିଅ ନାହିଁ ଯଦି ନିଅ” ଉଦଘାଟନ ହୋଇ ଯାଇଛି ଲାୟନ୍ସ କ୍ଲବ ର ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ସଭାପତିତ୍ବ କରିଥିଲେ ସେ କହିଥିଲେ ଯେଉଁ ମାନେ କିଛି ପାଉନାହାନ୍ତି, ପିନ୍ଧିବାକୁ ବସ୍ତ୍ର ତାଙ୍କ ପାଇଁ ଏହି ଷ୍ଟଲ ର ଉଦଘାଟନ କରାଯାଇଛି ଯାହାର ନାମ ରଖାଯାଇଛି ” ଅଛି ଯଦି ଦିଅ ନାହିଁ ଯଦି ନିଅ” ତାଙ୍କର ସୁନ୍ଦର ଚିନ୍ତା ଧାରା ,ସେ ଜଣେ ସମାଜ ସେବୀ, ଭାବେ ପରିଚିତ ,ସେ କହିଥିଲେ ଲୋକ ମାନଙ୍କ ପାଖରେ ବହୁ ପରିମାଣ ରେ ପୁରୁଣା ବସ୍ତ୍ର ରହି ଛି ,ଅଛି ଯଦି ଦିଅ, ଯାହା ପାରେ ନାହିଁ ଏଠାରେ ଆସି ନିଅ” ଲାୟନ୍ସ କ୍ଲବ ର ବହୁ ସଦସ୍ଯ ଉପସ୍ଥିତ ଥିଲେ
Punil Kumar Samanta reporter