ବଡ଼ ଲୁଟେରା ଗ୍ୟାଙ୍ଗକୁ ଧରିଲା ଭଦ୍ରକ ସାବରଙ୍ଗ ପୋଲିସ

ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗ ଥାନା ଅଞ୍ଚଳ ରେ ଚୋରି,ରାହାଜାନି ,ମାମଲା ରେ ୬ ଅଭିଯୁକ୍ତ ଙ୍କୁ ଗିରଫ କରିଛି ସାବରଙ୍ଗ ଥାନା ଗିରଫ ହୋଇ ଥିବା ବ୍ୟକ୍ତି ଙ୍କ ପାଖରୁ ,ସୁନା , ନଗଦ ଟଙ୍କା ,୩ ଟି ମଟର ସାଇକେଲ, ବିପୁଳ ପରିମାଣର ମାରଣାସ୍ତ୍ର ଜବତ ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି, ସାବରଙ୍ଗ ପୋଲିସ ର ଅଧିକ ତଦନ୍ତ ଜାରି ରହିଛି ପୋଲିସ SDPO ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି,
Punil Kumar Samanta reporter