ଜାତିକୁ ନେଇ ସଂଘର୍ଷ

ଘଷିପୁରା ବ୍ଲକ ଅନ୍ତର୍ଗତ ନିଆଳିଝର ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଅଭାବନୀୟ ଘଟଣା। ଅନ୍ୟ ଜାତିରେ ବିବାହ କରି ଆଦିବାସୀ ଯୁବକ ମହେଶ୍ୱର ବାସ୍କେ ୬ ମାସ ତଳେ ନିକଟସ୍ଥ ନାଗାହରୀ ଗାଁର ସୋମବରୀଙ୍କୁ ବିବାହ କରିଥିଲେ। ସୋମବାରୀ ଅନ୍ୟ ଜାତିର ହୋଇଥିବାରୁ ଉଭୟ ଵିଵାହ ପରେ ବାହାରେ ରହୁଥିବାରୁ କୋରନା ସମୟରେ ଉଭୟ ଗାଁ କୁ ଫେରିଥିଲେ। କିନ୍ତୁ ଗ୍ରାମବାସୀ ମାନେ ଗାଁକୁ ପସେଇ ନ ଦେଇ ନିଆଁ ପାଣି ବାସନ୍ଦ କରିଥିବାବେଳେ ଏହା ସହିତ ୨୫,୬୦,୦୦୦ ଜୋରିମାନା କରିଥିବାବେଳେ ମହେଶ୍ୱର ବାସ୍କେ ଉଭୟ ମା ଓ ସ୍ତ୍ରୀଙ୍କୁ ନେଇ ମାମୁଁ ଘରେ ରହୁଥିବାବେଳେ ଘଷିପୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *