ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ। ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡ଼ା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲଙ୍ଗ ଜମ୍ପ, ହାଇ ଜମ୍ପ୍,ଏବଂ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀମତୀ ଡକ୍ଟର ସ୍ଵସ୍ତିକା ପାଢ଼ୀ, ନୋଡାଲ ଅଫିସର୍ ଡକ୍ଟର ଶ୍ରୀଯୁକ୍ତ ବିନୋଦ ପାତ୍ର, ନୋଡାଲ ଅଫିସର ଡକ୍ଟର ଶ୍ରୀଯୁକ୍ତ ଅରୁଣ କୁମାର ଖାଡଙ୍ଗା, ନୋଡ଼ାଲ ଅଫିସର ଡକ୍ଟର ଶ୍ରୀମତୀ ସୁଜାତା ମହାପାତ୍ର, ନୋଡାଲ କ୍ରୀଡା ଅଫିସର ଡକ୍ଟର ଶ୍ରୀଯୁକ୍ତ ଗୋକୁଳାନନ୍ଦ ପାତ୍ର, ନୋଡାଲ ଅଫିସର ସୋସିଆଲ ଆଟିଭିଟିସ୍ ଡକ୍ଟର ଶ୍ରୀଯୁକ୍ତ ଅକ୍ଷୟ ପ୍ରଧାନ,ଡ଼କ୍ଟର ଶ୍ରୀମତୀ କବିତାପାତ୍ର, ଶ୍ରୀଯୁକ୍ତ ମନୋଜ ଡାକୁଆ,ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ,ଶ୍ରୀଯୁକ୍ତ ଅନିଲ କୁମାର ପାତ୍ର, ଶ୍ରୀଯୁକ୍ତ ରାଧା ମାଧବ ମହାପାତ୍ର,ଶ୍ରୀଯୁକ୍ତ ନୀଳଗିରି ଦାସ,ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସାହୁ,ଶ୍ରୀଯୁକ୍ତ ଟୁଟୁ ପ୍ରଧାନ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ପରିଚାଳନା କରିଥିଲେ। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ