ଓରମ।ସ ଶିଶିର ସରସ ପ୍ରସ୍ତୁତି ବୈଠକ

ପଞ୍ଚ।ୟତିର।ଜ ଓ ପ।ନୀୟ ଜଳ ବିଭ।ଗ ଅଧୀନସ୍ଥ ଓରମ।ସ ଦ୍ୱ।ର। ଆସନ୍ତ। ଜ।ନୁଆରି ମ।ସରେ ଆୟୋଜନ ହେବ।କୁ ଥିବ। ଜ।ତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖ।ଦ୍ୟ ମସଲ।ର ମେଳ। ଶିଶିର ସରସ-୨୦୨୪ରେ, ସମସ୍ତ ସହଯୋଗୀ ବିଭ।ଗ ଏବଂ ସଂସ୍ଥ। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ମେଳ।କୁ ସଫଳ କରିବ। ପ।ଇଁ ସମସ୍ତ ପ୍ରକ।ର ସହଯୋଗ ପ୍ରଦ।ନ କରିବେ । ଏଥିସହ ସମସ୍ତ ସହଯୋଗୀ ବିଭ।ଗ ଏବଂ ସଂସ୍ଥ। ମେଳ।ରେ ସେମ।ନଙ୍କ ଦ।ୟିତ୍ୱ ସୁଚାରୁରୂପେ ସମ୍ପ।ଦନ କରିବେ । ମଙ୍ଗଳବ।ର ପୂର୍ବ।ହ୍ନରେ ସ୍ଥ।ନୀୟ ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏସ.ଆଇ.ଆର୍.ଡି କ୍ୟ।ମ୍ପସ ପରିସରରେ ଥିବ। ମନରେଗ। ସମ୍ମିଳୀନରେ କକ୍ଷରେ ଆୟୋଜିତ ଶିଶିର ସରସ-୨୦୨୪ର ପ୍ରସ୍ତୁତି ବୈଠକରେ ଏହି ପର।ମର୍ଶ ଦେଇଥିଲେ ପଞ୍ଚ।ୟତିର।ଜ ଏବଂ ପ।ନୀୟଜଳ ବିଭ।ଗର ପ୍ରମୁଖ ଶ।ସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମ।ର ଲୋହ।ନୀ । ପ୍ରସ୍ତୁତି ବୈଠକରେ ଯୋଗଦେଇଥିବ। ସମସ୍ତ ବିଭ।ଗୀୟ ଅଧିକ।ରୀମ।ନଙ୍କୁ ସ୍ୱ।ଗତ ଅଭିଭ।ଷଣ ପ୍ରଦ।ନ ଅବସରରେ ଓରମ।ସର ନିର୍ଦ୍ଦେଶକ ତଥ। ମୁଖ୍ୟ କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ ପୁନମ ଟି. ଗୁହ। ସୂଚନ। ଦେଇଥିଲେ ଯେ, ଏଥର ସ୍ଥ।ନୀୟ ବରମୁଣ୍ଡ। ବିଜୁ ପଟ୍ଟନ।ୟକ ଖେଳ ପଡ଼ିଆରେ ଶିଶିର ସରସ-୨୦୨୪ ମେଳ। ଜ।ନୁଆରି ୬ରୁ ୧୫ ତ।ରିଖ ପର୍ଯ୍ୟନ୍ତ ଚ।ଲିବ । ଏହି ଜ।ତୀୟସ୍ତରୀୟ ମେଳାରେ ମୋଟ ୪୦୦ଟି ଷ୍ଟଲ ଖୋଲ।ଯିବ । ଓଡ଼ିଶ।ର ସମସ୍ତ ୩୦ଟି ଜିଲ୍ଲ।ରୁ ମହିଳ। ଏସ୍.ଏଚ୍.ଜି ଉତ୍ପ।ଦକ ଗୋଷ୍ଠୀ ଏବଂ ଉତ୍ପ।ଦକ ଉଦ୍ୟୋଗୀ ମାନଙ୍କ ସହିତ ୨୬ଟି ର।ଜ୍ୟର ମହିଳ। ଏସ୍.ଏଚ୍.ଜି ଉତ୍ପ।ଦକ ଗୋଷ୍ଠୀ ଏବଂ ଉତ୍ପ।ଦକ ଉଦ୍ୟୋଗୀ ମ।ନଙ୍କ ହ।ତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖ।ଦ୍ୟ ମସଲ। ସ।ମଗ୍ରୀ ଆଦି ବିଭିନ୍ନ୍ ଷ୍ଟଲରେ ବିକ୍ରି ହେବ ।
ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମ।ସର ମ।ର୍କେଟିଂ, ଲ।ଇଭଲି ହୁଡସ୍ ଓ ଦକ୍ଷତ। ବିକ।ଶ ଆଦି କ।ର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପ।ଇଁ ମେଳ।ରେ ବ୍ୟ।ପକ ବନ୍ଦୋବସ୍ତ କର।ଯ।ଇଛି । ସରକ।ରୀ ଫ୍ଲ।ଗସିପ୍ ପ୍ରୋଗ୍ର।ମ ଏବଂ ସ୍କିମ୍ ସମ୍ବନ୍ଧରେ ବୈଠକରେ ବିସ୍ତୃତ ଆଲୋଚନ। ହୋଇଥିଲ।; ସେହି ଆଧ।ରରେ ମେଳ।ରେ ପ।ନୀୟ ଜଳ, ଗୃହ, ସ୍ଥ।ୟୀ ବିକ।ଶ ଲକ୍ଷ୍ୟ (ଗଉଐ) ଏବଂ ପରିବହନ ବିଭ।ଗ ଆଦି ତରଫରୁ ଆଇ.ଇ.ସି ଷ୍ଟଲ ଖୋଲ।ଯିବ।କୁ ମଧ୍ୟ ଯୋଜନ। ରଖ।ଯ।ଇଛି। ମେଳ।ରେ ମନୋରଞ୍ଜନ ପ।ଇଁ ପ୍ରଖ୍ୟ।ତ କଳ।କ।ରମ।ନେ ପ୍ରତିଦିନ ସନ୍ଧ୍ୟ।ରେ ସାଂସ୍କୃତିକ କ।ର୍ଯ୍ୟକ୍ରମ ପରିବେଷଣ କରିବେ ।
ସେହିପରି ବରିଷ୍ଠ ନ।ଗରିକଙ୍କ ଏବଂ ଦିବ୍ୟ।ଙ୍ଗମ।ନଙ୍କ ପ।ଇଁ ବ୍ୟ।ଟେରୀ ଚ।ଳିତ ଗ।ଡ଼ି, କୁନି କୁନି ପିଲ।ଙ୍କ ମନୋରଞ୍ଜନ ପ।ଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥ। ମଧ୍ୟ କର।ଯ।ଉଛି ବୋଲି ବୈଠକରେ ଓରମ।ସ ପକ୍ଷରୁ ସୂଚନ। ଦିଆଯ।ଇଛି । ମେଳ। ସମୟରେ ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ ଲ।ଗି ପୁଲିସ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ସମସ୍ତ ପ୍ରକ।ର ସହଯୋଗ ପ୍ରଦ।ନ କର।ଯିବ ବୋଲି ବୈଠକରେ ଉପସ୍ଥିତ ବିଭ।ଗୀୟ ଅଧିକ।ରୀମ।ନେ ସୂଚନ। ଦେଇଥିଲେ । ବିଭିନ୍ନ ଘରୋଇ ତଥ। ର।ଷ୍ଟ୍ର।ୟତ ବ୍ୟ।ଙ୍କ ପକ୍ଷରୁ ମେଳ। ପରିସରରେ ଏ.ଟି.ଏମ ମେସିନ ଲଗ।ଇବ।, ପ।ନୀୟ ଜଳ ଯୋଗ।ଣ ଆଦି ଉପରେ ସୂଚନ। ପ୍ରଦ।ନ କରିଥିଲେ । ମେଳ। ବୁଲିବ।କୁ ଆସୁଥିବ। ଲୋକଙ୍କ ପ।ଇଁ ଦୁଇ ଚକିଆ, ତିନି ଚକିଆ ଏବଂ ଚ।ରି ଚକିଆ (ହ।ଲୁକ। ଯ।ନ) ରଖିବ। ପ।ଇଁ ସ୍ୱତନ୍ତ୍ର ପାର୍କିଂଜୋନର ବ୍ୟବସ୍ଥ। ମଧ୍ୟ କର।ଯ।ଉଛି । ମେଳ। ପରିସରକୁ ପରିଷ୍କ।ର ପରିଚ୍ଛନ ରଖିବ। ଦିଗରେ ବି.ଏମ.ସି ଅଧିକ।ରୀଙ୍କ ସହିତ ମଧ୍ୟ ବିସ୍ତୃତ ଆଲୋଚନ। କର।ଯ।ଇଥିଲ। । ମେଳ।କୁ ଯଥ। ସମ୍ଭବ ପଲିଥିନ ମୁକ୍ତ ନିଷିଦ୍ଧ।ଞ୍ଚଳ କରିବ। ପ।ଇଁ ଉଦ୍ୟମ ହେବ ବୋଲି ମେଳ। ଆୟୋଜକଙ୍କ ତରଫରୁ ସୂଚନ। ଦିଆଯ।ଇଛି।
ଓପନ କୁଇଜ, ଛ।ତ୍ରଛ।ତ୍ରୀମ।ନଙ୍କ ପ।ଇଁ ଡ୍ରଇଂ ପ୍ରତିଯୋଗିତ। ସହ ଅନେକ ମନୋରଞ୍ଜନ କ।ର୍ଯ୍ୟକ୍ରମ ଆୟୋଜନ କର।ଯିବ । ଏହି ପ୍ରସ୍ତୁତି ବୈଠକରେ ଓଡ଼ିଶ। ଗ୍ର।ମ୍ୟ ଉନ୍ନୟନ ପ୍ରତିଷ୍ଠ।ନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁରେନ୍ଦ୍ର ମିନ।ଙ୍କ ସହ, ଭୁବନେଶ୍ୱର ପୁଲିସ, ଟ୍ର।ଫିକ ପୁଲିସ ଏବଂ ଅଗ୍ନିସେବ। ଶମ ବିଭ।ଗର ବରିଷ୍ଠ ଅଧିକ।ରୀ, ବି.ଏମ.ସି., ବିଡିଏ, ଓ୍ୱ।ଟକୋ, ସ୍ୱ।ସ୍ଥ୍ୟ ବିଭ।ଗ, ଏସ.ଏସ.ଇ.ପି.ଡି, ଟ୍ର।ଇଫେଡ୍, ସଂସ୍କୃତି ବିଭ।ଗ, ବିଭିନ୍ନ ର।ଷ୍ଟ୍ର।ୟତ ଏବଂ ଘରୋଇ ବ୍ୟ।ଙ୍କିଂ ସଂସ୍ଥ।ର ଅଧିକ।ରୀ ସହ ବିଭିନ୍ନ ସରକ।ରୀ ସଂସ୍ଥ। ଅଧିକ।ରୀ ଏବଂ ପ୍ରତିନିଧିମ।ନଙ୍କ ସହ ଓରମ।ସ ଅଧିକ।ରୀ ମଧ୍ୟ ଯୋଗଦେଇଥିଲେ।
୨୦୨୩ ମସିହ।ରେ, ଶିଶିର ସରସ ମେଳ।, ଏଫ୍.ଆଇ.ଏଚ୍. ଓଡ଼ିଶ। ହକି (ପୁରୁଷ)ବିଶ୍ୱ କପ ଚ।ମ୍ପିଅନସିପ ସମୟରେ ଆୟୋଜନ କର।ଯ।ଇଥିଲ। । ଏହି ସମୟରେ ଭୁବନେଶ୍ୱରରେ ଜ।ତୀୟସ୍ତରୀୟ ମେଳ। ଶିଶିର ସରସ ସହିତ ଓଡ଼ିଶ।ର ୩୦ଟି ଜିଲ୍ଲ।ରେ ମିନି ପଲ୍ଲିଶ୍ରୀ ମେଳ।ର ମଧ୍ୟ ଆୟୋଜନ କର।ଯ।ଇଥିଲ। । ବିଶ୍ୱ କପ୍ ହକି ଖେଳର ପ୍ରଚ।ର ପ୍ରସ।ର ସହିତ, ମେଳ।ରେ ଗ୍ର।ମୀଣ କ।ରିଗରଙ୍କ ହସ୍ତଶିଳ୍ପ ସ।ମଗ୍ରୀର ଭଲ ବ୍ୟବସ।ୟ ମଧ୍ୟ ହୋଇଥିଲ।। ଏହି ସମସ୍ତ ମେଳ।ରେ ମୋଟ ୭୫ ଟଙ୍କ। ବ୍ୟ।ବସ।ୟିକ କ।ରବ।ର ହୋଇଥିବ। ବେଳେ, କେବଳ ଶିଶିର ସରସ ମେଳ।ରେ ୨୩ କୋଟିରୁ ଅଧିକ ଟଙ୍କ।ର ବ୍ୟବସ।ୟ ହୋଇଥିବ। ଓରମ।ସ ପକ୍ଷରୁ ସୂଚନ। ଦିଆଯ।ଇଥିଲ।।

Leave a Reply

Your email address will not be published. Required fields are marked *