ଯୁବ ବିକାଶ କାର୍ଯ୍ୟକ୍ରମ ଆଞ୍ଚଳିକ ସହଯୋଗ ସଂସ୍କୃତ ମହାବିଦ୍ୟାଳୟ ପଲ୍ଲୀ ଠାରେ ଉଦଯାପିତ

ଭଦ୍ରକ ବ୍ଲକ ଅନ୍ତର୍ଗତ ପଲ୍ଲୀ ପଞାୟତ ର ଆଞ୍ଚଳିକ ସହଯୋଗ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ ଓ ନବୀନ ଓଡିଶା କାଯ୍ୟକ୍ରମ ଉଦଯାପନ ସହିତ ମହାବିଦ୍ୟାଳୟର ବାଷିର୍କ ଉତ୍ସବ ପାଳିତ ହୋଇ ଯାଇଛି, ମୁଖ୍ଯ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗଦେଇ ଯୁବ ଶକ୍ତି ର ବିକାଶ ନିମିତ୍ତ ରାଜ୍ୟ ସରକାର ଙ୍କ ପ୍ରତିଶୃତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ମହେଶ୍ଵର ସେନାପତି,ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପରିଡା ପୌରହିତ ରେ ସଭା ହୋଇ ଥିଲା, ମୁଖ୍ଯ ବକ୍ତା ଭଦ୍ରକ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଉର୍ମିଳା ନାୟକ, ଲାୟନ୍ସ କ୍ଲବ ର ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ଜିଲ୍ଲା ପରିଷଦ ସଭ୍ଯ ଶ୍ରୀଯୁକ୍ତ ମଳକ କୁମାର ଜେନା, କୋଡବରୁଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁଷମା ମହାନ୍ତି, କୋଡ ବରୁଆ ଗ୍ରାମ ପଞ୍ଚାୟତ ର ସମିତି ସଭ୍ଯ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ପାଣି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ ଶେଷ ରେ ମାନ୍ୟବର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ପିଲାମାନଙ୍କୁ ପ୍ରତି ଯୋଗି ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେଭଦ୍ରକ ବିଧାୟକ

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *