ବିଜେଡି ପକ୍ଷରୁ ସଚେତନତା ବାର୍ତ୍ତା ସହ ମାସ୍କ ବଣ୍ଟନ

ପୁରୀ ଜଗନ୍ନାଥ ମନ୍ଦିରରେ ମୁକ୍ତି ମଣ୍ଡପର ୨୦୦ରୁ ଅଧିକ ବାହ୍ଣଣମାନଙ୍କୁ ବିଜୁ ଜନତା ତରଫରୁ ଦଳର ରାଜ୍ୟ ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ଵରେ କରୋନା ସଚେତନତା ପରାମର୍ଶ ସହ ମାସ୍କ ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟାରାଣୀ ଭଟ୍ଟ ,ଶିବ ପ୍ରସାଦ ସାହୁ ,ସାମ୍ବାଦିକ ଶଙ୍କର ବେହେରା ଜୟକୃଷ୍ଣ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି କଣ୍ଠପୁର ସହିତ ପୁରୀର ବିଭିନ୍ନ ସ୍ଥାନରେ କରୋନା ସଚେତନତା ବାର୍ତ୍ତା ସହ ମାସ୍କ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *