ମନ ମୋହୁଛି କଙ୍କିଳୀ କାଜୁ ଫିଲ୍ଡ ଓ ପିକ୍ ନିକ୍ ର ମଜା ନେଉଛନ୍ତି ପଯ୍ୟଟକ

ଚାଲିଛି ଶୀତ ଋତୁ ଥଣ୍ଡା ଥଣ୍ଡା ପାଗରେ ବୁଲିବାଟl କିଛି ଅଲଗା l ସାଧାରଣତ ନୂଆ ବର୍ଷର ଆଗମନରେ ସମସ୍ତେ ବାହାରିଯାଆନ୍ତି ପିକନିକ୍ କରିବା ପାଇଁ ପରିବାର ବର୍ଗ ମାନଙ୍କ ସହ ହେଉ ବା ସାଙ୍ଗ ସାଥୀ ମାନଙ୍କ ମେଳରେ ବୁଲିଯବା ସହଭୋଜି ଭାତ କରି ମଉଜ କରିବା ସହ କଲର ଫୁଲ ଫଟୋ ଉଠାଇ ସାଇତି ରଖିବl ସମସ୍ତଙ୍କ ର ମନ l ଏଥିପାଇଁ ନିଜ ନିଜ ପସନ୍ଦର ସ୍ଥାନ ଚୟନ କରିଥାନ୍ତି ଲୋକେ l କୁଳୂ କୁଲୂ ଶବ୍ଦରେ ଛୁଇଛି ମଧୁର ନୀଳ ଜଳ ରାଶି l ଶାନ୍ତ ମନ ଲୋଭା ପରିବେଶ ପାଖରୁ ଯେତେ ଲୋଭନୀୟ ଦୂରରୁ ସେତେ ଆକର୍ଷଣୀୟ l ତେବେ ନୂଆ ବର୍ଷ ରେ ଆସ ବୁଲି ଯିବା ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମରେ ଥିବା କାଜୁ ଫିଲ୍ଡ l ପ୍ରତି ବର୍ଷ ଏଠାରେ ଦେଖିବାକୁ ମିଳିଥାଏ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ l ଏଠାରେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ନିକଟରେ ଥିବା ବ୍ରାହ୍ମଣୀ ନଦୀର ଝର ଝର ପାଣି ଆହା କି ସୌଦର୍ଯ୍ୟ ପରିବେଶ ପର୍ଯ୍ୟଟକଙ୍କ ମନକୁ ଆନନ୍ଦିତ କରିଥାଏ l ପ୍ରାକୃତିକ ସୌଦର୍ଯ୍ୟରେ ଭରପୁର ଏହି ପରିବେଶ ସେଥିପାଇଁ ପର୍ଯ୍ୟଟକ ମାନଙ୍କ ମନକୁ ଆନନ୍ଦିତ କରିଥାଏ l ସେଥିଲାଗି ନୂଆ ବର୍ଷ ଆସିଲେ ପର୍ଯ୍ୟଟକ ମାନେ ପ୍ରଥମେ ପସନ୍ଦ କରିଥାନ୍ତି କଙ୍କିଳୀ କାଜୁ ଫିଲ୍ଡ କାହିକିଁ ନା ଏହା ବ୍ରାହ୍ମଣୀ ନଦୀ କୂଳରେ ହେଇଥିବାରୁ ନୂଆଁ ବର୍ଷ ଆସିଲେ ବିଭିନ୍ନ କୋଣ ଅନୁକୋଣରୁ ପର୍ଯ୍ୟଟକ ମାନେ ବଣ ଭୋଜି କରିବା ପାଇଁ କାଜୁଫିଲ୍ଡ କୁ ହିଁ ଆସିଥାନ୍ତି l
Uttam das reporter