ଯୁବ ଓଡିଶା ନବୀନ ଓଡିଶାର ଓଡିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଆଜି ଭଦ୍ରକ ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ରେ ଓଡିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି, ମୁଖ୍ଯ ଅତିଥି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ, ନିତ୍ୟାନନ୍ଦ ମିଶ୍ର ଙ୍କ ନେତୃତ୍ବ ରେ ମଞ୍ଚ ଆମନ୍ତ୍ରଣ କରାଯାଇଥିଲା ଫୁଲ ଗୁଛ ସହ ଉତ୍ତରୀ ପ୍ରଦାନ କରାଯାଇଥିଲା ମୁଖ୍ଯ ଅତିଥି ଭାବେ,ଯୋଗ ଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ ,ବେଦ ପାଠ କରିଥିଲେ ମାନନୀୟ ଶୁକଦେବ ପଣ୍ଡା ,ଜଗନ୍ନାଥ ଙ୍କୁ ଫୁଲ ମାଲ୍ୟାର୍ପଣ ପ୍ରଦାନ କରିଥିଲେ ,ବନ୍ଦେ ଉତ୍କଳ ଜନନୀ ଛାତ୍ର ଛାତ୍ରୀ ଗାନ କରିଥିଲେ ,ଅତିଥି ପରିଚୟ ପ୍ରଦାନ କରିଥିଲେ, ଅକ୍ଷୟ କୁମାର ପାଣିଗ୍ରାହୀ ,କୃପାସିନ୍ଦୁନାୟକ, ମୁଖ୍ଯ ବକ୍ତା ଭାବେ ପୂଣ୍ଣ ଚନ୍ଦ୍ର ବହଳୀ, ସମ୍ମାନିତ ବକ୍ତା ,ଡ:ପ୍ରମୋଦ କୁମାର ନାୟକ, ସୁରେଖା ପାଢୀ, ଗୀତାଞଳୀ ସାହୁ,ମୁଖ୍ଯ ଅତିଥି ଙ୍କ ଅଭିଭାଷଣ ଡ: ଗୋଲକ ବିହାରୀ ସାହୁ, ସଭାପତି ଡ: ନିତ୍ୟାନନ୍ଦ ମିଶ୍ର ପିଲାମାନଙ୍କୁ ଓଡିଆଭାଷା କୁ ପ୍ରସାର ପ୍ରଚାର କରିବାକୁ ନିର୍ଦେଶ ଦେଇ ଥିଲେ ,ଶେଷ ରେ ଧନ୍ୟବାଦ ପ୍ରଦାନ କରିଥିଲେ ସୁକଦେବ ସାହୁ

Leave a Reply

Your email address will not be published. Required fields are marked *