କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ବହୁଚାରୀ ମାତାଙ୍କ ପୂଜାର୍ଚ୍ଚନା

କୋଣାର୍କ ମା ଭଗବତୀ ପୀଠ ରେ କୋଣାର୍କ କିନ୍ନର ସଙ୍ଘ ସଭାନେତ୍ରୀ ଦୀପା କିନ୍ନର ଙ୍କର ଭଗବତୀ ପୀଠରେ ମାତା ପୂଜା ଓ କଳସ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କିନ୍ନର ସମାଜର ଅଧିଷ୍ଠାତ୍ରୀ ଦେବୀ ବହୁଚାରି ମାତାଙ୍କ ପୂଜା ସହ ଅନେକ ରୀତିନୀତି ରେ ଏହି ପୂଜାର୍ଚ୍ଚନା ହୋଇଥିଲା। ଏଥିରେ କୋଣାର୍କ, ପୁରୀ ଓ ଭୁବନେଶ୍ୱର ଓ କଟକର ଶତାଧିକ କିନ୍ନର ଯୋଗ ଦେଇ ମାତା ପୂଜା ସହ ନୃତ୍ତ୍ୟ ଗୀତରେ ମଜ୍ଜିଥିଲେ।

Leave a Reply

Your email address will not be published. Required fields are marked *