ଦକ୍ଷତା ବିକାଶ କେନ୍ଦ୍ର ଠାରେ ଦିନିକିଆ moothod finance ତର ଫରୁ job vacancy ବାହାରି ଥିଲା

ତା 22.02.2024 ରିଖ ଦିନ କୋରାପୁଟ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଦିନିକିଆ moothod finance ତର ଫରୁ job vacancy ବାହାରି ଥିଲା | ଏଥିରେ ପ୍ରାୟ 50 ଜଣ ଙ୍କୁ sellection କରା ଯାଇଥିଲା | ପିଲାଙ୍କୁ ଜୟପୁର, କୋରାପୁଟ, ବୋରିଗୁମ୍ମା, ନବରଙ୍ଗପୁର, ରେ ପୋଷ୍ଟିଙ୍ଗ ଦିୟା ଯିବ | ଏଥିରେ ପ୍ରାୟ moothod finance ର senior ମ୍ୟାନେଜେର ତେଜ ବହାଦୁର, regional ମ୍ୟାନେଜେର ଶ୍ରୀଧର ସାହୂ, ast ମ୍ୟାନେଜେର susrat ଵାଲା ଏବଂ ଭଗବାନ ପାଢ଼ୀ ଯୋଗ ଦେଇଥିଲେ | ଏବଂ ଶେଷ ରେ ୟୌଙ୍ଗ professonal employement exchange ଦିବ୍ୟଜ୍ୟୋତି ମହାପାତ୍ର ଯୋଗ ଦେଇଥିଲେ |

କୋରାପୁଟ, ରିପୋର୍ଟର ସୁବାଷ ଚନ୍ଦ୍ର ନାହାକ |

Leave a Reply

Your email address will not be published. Required fields are marked *