ଜଗତସିଂପୁର ଥାନାରେ ଏନେଇ କେଶ ନଂ ୩୯୭/୨୦୨୨ଅଭିଯୋଗ

ପୋଲିସ ଚାର୍ଜସିଟ୍ ଉପରେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀଙ୍କୁ କୋର୍ଟଙ୍କ ନୋଟିସ୍ କ୍ରମେ ବାନ୍ଧବୀ ସୋମାଳିକା ଜଗତସିଂପୁର ଏସ ଡି ଜେ ଏମ୍ କୋର୍ଟରେ ଆଜି ହାଜର ହୋଇ ତାଙ୍କର ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।ସୋମାଲିକା ଦାସ ଜଗତସିଂପୁର ଥାନାରେ ଏନେଇ କେଶ ନଂ ୩୯୭/୨୦୨୨ଅଭିଯୋଗ କରିଥିଲେ ।ଅଭିଯୋଗରେ ବିଧାୟକ ଏକାଧିକ ଝିଅ ମାନଙ୍କ ସହିତ ଅନୈତିକ କାରବାର କରୁଥିବା ଦର୍ଶାଯାଇଥିଲା ।ପୋଲିସ କୋର୍ଟରେ ଦାଖଲ କରିଥିବା ଫାଇନାଲ୍ ରିପୋର୍ଟ ରେ ବିଧାୟକଙ୍କ ବିରୁଦ୍ଧରେ ହୋଇଥିବା ଏଭଳି ଅଭିଯୋଗ ବିରୁଦ୍ଧରେ କୌଣସି ପ୍ରମାଣ ନଥିବା ଦର୍ଶାଇଥିବା ବେଳେ ଆଜି କେଶ କୁ ରିଓପନ କରିବାକୁ ସୋମାଲିକା ତାଙ୍କ ଓକିଲଙ୍କ ମାଧ୍ୟମରେ ଜଗତସିଂହପୁର ଏସ୍ଡିଜେମ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *