ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ

ସାନ ଭୋଉଣିକୁ ସାଙ୍ଗରେ ନେଇ ବଡ ଭୋଉଣି ଯାଇଥିଲେ ବିଦ୍ୟାଳୟରେ ଡ୍ରେସ ବଣ୍ଟନ ହୋଉଥିଲା ଆଣିବାକୁ ହେଲେ ଶିକ୍ଷକ ଜଣଙ୍କ ଡ୍ରେସ ଦେବା ବଦଳରେ ବଡ ଭୋଉଣିକୁ କଲେ ଅସଦାଚରଣ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧାମନଗର ଥାନା ଅଧିନ ମହାନ୍ତି ସାହି ହିନ୍ଦୁ ପ୍ରାଥମିକ ବିଦ୍ୟାଳୟରେ।ବିଦ୍ୟାଳୟର ଶିକ୍ଷକ ସେକ୍ ଅବଦୁଲ କଲାମ ନାମକ ଶିକ୍ଷକ ଜଣେ ନବମ ଶ୍ରେଣୀର ଛାତ୍ରିଙ୍କୁ ଅସଦାଚରଣ କରିବା ଫଳରେ ଛାତ୍ର ଜଣଙ୍କ ଘରେ ଆସି ମାକୁ ଜଣାଇବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ପରେ ଧାମନଗର ପୋଲିସ ଘଟଣା ସ୍ତଳରେ ପହଞ୍ଚି ଶିକ୍ଷକଙ୍କୁ ଉଠାଇ ଆଣିବା ସହ ଘଟଣାର ତଦନ୍ତ କରୁଛି । ତେବେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏପରି ଅମାନୁଷିକ କାର୍ଯ୍ୟ ପାଇଁ ଧାମନଗର ଅଞ୍ଚଳରେ ଚାପା ଉତେଜନା ଦେଖା ଦେଇଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।