ଭାରତ ର କମ୍ୟୁନିଷ୍ଟ ପାର୍ଟି ପାତ୍ରପୁରତହସିଲ ର ଏକାଦଶ ତୁମ୍ବା ଶାଖା ସମ୍ମିଳନୀ ଅନୁଷ୍ଠିତ

ପାତ୍ରପୁର , ଭାରତ ର କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲ୍ଲାର ପାତ୍ରପୁର ତହସିଲର ତୁମ୍ବା ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି lତୁମ୍ବା ବ୍ରାଞ୍ଚସମ୍ମିଳନୀ କୁ ସି ପି ଆଇ (ମ୍ )ଜିଲ୍ଲା ସମ୍ପାଦକ,ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ବରିଷ୍ଠ କୃଷକ ନେତା ପି. ହରି କୃଷ୍ଣ ରେଡ୍ଡୀ ଉଦଘାଟନ କରି କହିଥିଲେ । ଯେ,କେନ୍ଦ୍ର ସରକାର ଦେଶ ର ଆର୍ଥିକ ନୀତି ଓ ସାମ୍ପ୍ରଦାୟିକ ନୀତି ଫଳରେ ବେକାରୀ, ଦରବୃଦ୍ଧି, ଦାରିଦ୍ୟ,ଶୋଷଣ ତ୍ରୀବ୍ରତର ହେବାରେ ଲାଗିଛି l ରାଷ୍ଟ୍ରୟତ ସଂସ୍ଥା ଗୁଡିକୁ ଅଦାନୀ ଓ ଅମ୍ବାନୀ ଭଳି କମ୍ପାନୀ ମାନଙ୍କୁ ଶାଗମାଛ ଦରରେ ବିକ୍ରି କରା ଯାଉଛି l ଦେଶ ରେ ଜାତି ଓ ଧର୍ମ ନାମରେ ବିଭାଜନ ସୃଷ୍ଟି କରା ଯାଉଛି l ରାଜ୍ୟ ସରକାର ଦେଇ ଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି ଏଣୁ ସଙ୍ଘଠନ କୁ ପ୍ରସାର ଓ ସୃଦୁଡ଼ କରି ବାକୁ ଆହ୍ୱାନ କରିଥିଲେ l ଜିଲ୍ଲା କମିଟି ସଭ୍ୟ ତଥା କ୍ଷେତ ମଜଦୁର ୟୁନିଅନ ନେତା ନରସିଂହ ସାହୁ ଅଂଚଳର ଚଷୀ ମୁଲିଆ ସମସ୍ୟାସମ୍ପର୍କ ରେ ଆଲୋଚନା କରିଥିଲେl l ସମ୍ପାଦକ,ବନମାଳୀ ଶବର ସଂଗଠନ ର ରିପୋlର୍ଟ ଉପସ୍ଥାପନା କରିଥିଲେ l ଏହା ଆଲୋଚନା କରାଯାଇ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକରି, ଆଦିବାସୀ ଙ୍କ ଜଙ୍ଗଲ ଜମିର ପଟ୍ଟା ଦେବ।, ଅଂଚଳ ସମସ୍ତ ଜମି କୁ ଜଳ ସେଚନ କରବା, ସବୁ ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇବା , ମନରେଗା ଯୋଜନା ରେ ବାର୍ଷିକ 200ଦିନ କାମ , ଦୈନିକ 600ଟଙ୍କା ମଜୁରୀ ଦେବା ଚାଷୀ ଫସଲ ଉପଯୁକ୍ତ ଦର ରେସନ କାର୍ଡ ରେ ମୁଣ୍ଡ ପିଛା 10କେଜି ଚାଉଳ ଦେବା ଦାବୀ ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଥିଲା l.ନୂତନ ସମ୍ପାଦକ ଚନ୍ଦନ ଶବର ନିର୍ବାଚିତ କରାଯାଇଥିଲା l