ବଜ୍ରାଘାତରେ ମୃତ

କାମାକ୍ଷାନଗର :୧୮.୧୦.୨୦୨୧;-ବଜ୍ରାପାତରେ ଜଣେ ମହିଳା ମୃତ୍ୟୁ। ମୃତ ମହିଳା ହେଲେ କାମାକ୍ଷାନଗର ଥାନା ରାଏବୋଲ ପଞ୍ଚାୟତ ହାଡଗରି ଗ୍ରାମର ପାର୍ବତି ପଧାନ। ପାର୍ବତି ଆଜି ସକାଳୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରାପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଗୁରତର ଅବସ୍ଥାରେ ଅଚେତ ହୋଇ ପଡି ରହିଥିଲେ। ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *