ଦିଗମ୍ବର ଚକ୍ର ଙ୍କ ଏକାଦଶ ସ୍ମୃତି ଶୋକ ସଭା
*। ଆନନ୍ଦପୁର* ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ ବାନ୍ଧ ଗୋଡ଼i ଗ୍ରାମ ର ବିଶିଷ୍ଟ ସମାଜସେବୀ ଜନ ନାୟକ ପ୍ରବାଦ ଶତାୟୁ ପୁରୁଷ ତଥା ପ୍ରାକ୍ତନ ନାଏବ ସର ପାଞ୍ଚ ତଥା କଲ୍ୟାଣୀ ବିଦ୍ୟା ପୀଠ ର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଶ୍ରୀଯୁକ୍ତ ଦିଗମ୍ବର ଚକ୍ର ଙ୍କ ର ତାଙ୍କର ବାସଭବନ ଠାରେ ସମାଜସେବୀ ବିଚିତ୍ର କୁମାର ଚକ୍ର ଙ୍କ ସଂଯୋଜନା ରେ ଗ୍ରାମର କୂଳ ପୂଜକ ତଥା ବ୍ରହ୍ମା ଅମରେଶ ମିଶ୍ର ଙ୍କ ତତ୍ତ୍ଵାବଧାନରେ ରେ ବେଦ ପାଠ ସହ ସ୍ବର୍ଗତ ଙ୍କ ଫୋଟୋ ଚିତ୍ର ରେ ବି ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥି ତଥା ସ୍ବର୍ଗତ ଦିଗମ୍ବର ଚକ୍ର ଙ୍କ ପୁତୁରା ଓ ବିଶିଷ୍ଟ ଶିକ୍ଷାବିତ୍ ସଞ୍ଜୟ ବସନ୍ତ ଚକ୍ର ସ୍ବାଗତ ଭାଷଣ ପ୍ରଦାନ ସହ ସ୍ବର୍ଗତ ଙ୍କ ସ୍ମୃତି ଚାରଣ କରି ଥିବା ବେଳେ ଅନ୍ୟ ମାନ ଙ୍କ ମଧ୍ୟ ରେ ସମ୍ମାନିତ ର ଅତିଥି ଭାବେ କଲ୍ୟାଣୀ ବିଦ୍ୟା ପୀଠ ର ପ୍ରଧାନ ଶିକ୍ଷକ ସୁଶାନ୍ତ ପ୍ରଧାନ ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ସାହୁ ଗୋପାଲ ଚନ୍ଦ୍ର ପତି ରମା କାନ୍ତ ଜେନା ବରିଷ୍ଟ ସମାଜସେବୀ ତାରିଣୀ ଜେନା ସୁଧାଂଶୁ ବିଶ୍ଵାଳ ଓ ଭୀମସେନ ରାଉତ ପ୍ରମୋଦ କୁମାର ସ୍ୱାଇଁ ଗୌର ଭକ୍ତ ରଙ୍ଗାଧର ଦେଓ ଧୁଶାଷନ ଭୂୟାଁ ନୃସିଂହ ଚରଣ ସ୍ୱାଇଁ ଆଦିବାସୀ ନେତା ଲକ୍ଷ୍ମଣ ଟୁଡୁ ଆଉ ପୂର୍ବତନ ଯବାନ କର୍ତିକେଶ୍ଵର ଚକ୍ର ମହିୟସୀ କୁମୁଦିନୀ ନାୟକ ଭାଇ ପ୍ରବୋଧ ଚକ୍ର ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଙ୍କ ଗୁଣ ଗରିମା କୁ ଆଲୋକ ପାତ କରି ଥିବା ବେଳେ ଉକ୍ତ ସବୁ କାର୍ଯ୍ୟକ୍ରମ କୁ ସୂ ପରିଚାଳନା ରେ ସହଯୋଗ କରିଥିଲେ ଦିଗମ୍ବର ଚକ୍ର ଙ୍କ ବଡ଼ ପୁଅ ଆନନ୍ଦ ଚକ୍ର ଗୋବିନ୍ଦ ଚକ୍ର ଜିତେନ୍ଦ୍ର ଚକ୍ର ଙ୍କ ସମେତ ତାଙ୍କ ନାତି ଦିଲ୍ଲୀପ ଚକ୍ର ଅଶୋକ ଚକ୍ର ଙ୍କ ସହ ନାତୁଣୀ ଜୋଇଁ ଅଭିମନ୍ୟୁ ଜେନା ଭଣଜା ଅଞ୍ଜନ ସାମଲ।ଆଉ ସାଂସଦ ପ୍ରତିନିଧି ଘଷିପୁରା ସିବେନ୍ଦ୍ର ଚକ୍ର ଯୁବ ସମାଜସେବୀ ପଙ୍କଜ ଚକ୍ର ସୌମ୍ୟା ଶଙ୍କର ଚକ୍ର ସ୍ଵାଧୀନ ଚକ୍ର ସ୍ଵୟଂସେବକ ପ୍ରଶାନ୍ତ ଚକ୍ର ସୁବ୍ରତ ଚକ୍ର ଦିଲ୍ଲୀପ ଚକ୍ର ସମରେନ୍ଦ୍ର ଚକ୍ର ପ୍ରିୟବ୍ରତ ପାତ୍ର ପ୍ରମୁଖ ପରିଚାଳିତ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅନନ୍ତ ଚରଣ ନାୟକ ସବୁ ଉପସ୍ଥିତ ଜନତା ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରାରମ୍ଭ ରୁ ବନ୍ଦେ ମା ତାରମ ଧ୍ଵନି ରେ ସଭାକାର୍ଯ୍ୟ ଆରମ୍ଭ ହେଇ ଥିବା ବେଳେ ମଝିରେ ସ୍ବର୍ଗତ ଦିଗମ୍ବର ଚକ୍ର ଙ୍କ ଅମର ଆତ୍ମା ଶାନ୍ତି ପାଇଁକି ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇ ଥିବା ବେଳେ ସଭା ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ସଭା ସମାପ୍ତ ହେଇ ଥିଲା।